ମୃତ୍ୟୁ ପରେ ବି ଟେକ୍ନୋଲୋଜି ଜରିଆରେ ଜୀବନ୍ତ ରହିପାରିବ ମଣିଷର ମସ୍ତିଷ୍କ! ପ୍ରୋଜେକ୍ଟ ଉପରେ ଚାଲିଛି ଗବେଷଣା
ବିଜ୍ଞାନ ଏତେ ଆଗକୁ ବଢ଼ି ସାରିଛି ଯେ ମଣିଷ ଏବେ ଅମର ହେବା ପାଇଁ ଭିନ୍ନ ଭିନ୍ନ ଗବେଷଣା ଚଳାଇଛି। ଯଦିଓ ବର୍ତ୍ତମାନ ସୁଦ୍ଧା ମଣିଷ ଶରୀର ଅମରତ୍ୱ ହାସଲ କରିପାରି ନାହିଁ, କିନ୍ତୁ ମସ୍ତିଷ୍କକୁ ଅଧିକ ଦିନ ପର୍ଯ୍ୟନ୍ତ ଜୀବନ୍ତ ରଖିବା ପାଇଁ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ଏବେ ରୁଷୀୟ…