Browsing Tag

new technology

Chat Historyକୁ ଦୃଷ୍ଟିରେ ରଖି ହ୍ୱାଟସଆପ ଆଣିଲା ୟୁଜର୍ସଙ୍କ ପାଇଁ ନୂଆ ଫିଚର, ଜାଣନ୍ତୁ

ହ୍ୱାଟସଆପ ୟୁଜର୍ସଙ୍କ ପାଇଁ ଖୁସି ଖବର । ବହୁତ ଶୀଘ୍ର ଆପଣ ନିଜ ହ୍ୱାଟସଆପ ଆକାଉଣ୍ଟକୁ ଅନ୍ୟ ନମ୍ବରରେ ବ୍ୟବହାର କରିପାରିବେ । ଯଦି ଆପଣଙ୍କ ଫୋନ ନମ୍ବର ବଦଳିଯାଇଛି । ତେବେ ଆପଣ ନିଜ ଚାଟ ଲିଷ୍ଟ ହିଷ୍ଟ୍ରିକୁ ନୂଆ ନମ୍ବରରେ ଟ୍ରାନ୍ସଫର କରିପାରିବେ । ଏହି ସମ୍ପର୍କରେ WABetaInfo ନିଜ…

ଭାରତରେ Oppo Find X3  Pro Mars Exploration Editionର ହେଲା ବଜାର ପ୍ରବେଶ

Oppoର ନୂଆ ମଡେଲ Oppo Find X3  Pro Mars Exploration Edition ମାର୍କେଟରେ ଲଞ୍ଚ ହୋଇସାରିଛି । ଏହି ଫୋନରେ ବ୍ୟାକ ପ୍ୟାନେଲରେ ବିଶେଷ ରୂପେ ସ୍କାଇ ରୋକ ଗ୍ରେ କଲର ଥିମର ବ୍ୟବହାର କରାଯାଇଛି । ଏହାସହ କମ୍ପାନୀ ତରଫରୁ କଷ୍ଟମାଇଜଡ ଅପରେଟିଙ୍ଗ ସିଷ୍ଟମ ଦିଆଯାଇଛି । ଫୋନରେ 120Hz…

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ଜିଓମିର ୨୦୦ ମେଗାପିକ୍ସଲ କ୍ୟାମେରା ଥିବା ନୂଆ ସ୍ମାର୍ଟଫୋନ

ଜିଓମିର ନୂଆ ସ୍ମାର୍ଟଫୋନ ଖୁବ ଶୀଘ୍ର ଲଞ୍ଚହେବାକୁ ଯାଉଛି । ଏଥର ଜିଓମି ନିଜ ପ୍ରିମିୟମ ସ୍ମାର୍ଟଫୋନର କ୍ୟାମେରା ଉପରେ ବେଶି ଫୋକସ୍ ରଖିଛି । ଖବର ଅନୁଯାୟୀ, କମ୍ପାନୀ ପକ୍ଷରୁ ମାର୍କେଟକୁ ବଡ଼ କ୍ୟାମେରା ସେଂସରର ଏକ ଡିଭାଇସ୍ ଲଞ୍ଚ ହେବାକୁ ଯାଉଛି । ରିପୋର୍ଟ ମୁତାବକ, ଜିଓମି ଏଥର ୨୦୦…

ଭାରତୀୟ ବଜାରରେ Poco X3 PRO ସ୍ମାର୍ଟ ଫୋନର ଦମଦାର ଏଣ୍ଟ୍ରି, ଜାଣନ୍ତୁ ଏହାର ଫିଚର୍ସ

ସ୍ମାର୍ଟ ଫୋନ ଦୁନିଆରେ ପୋକୋ ଇଣ୍ଡିଆ ନିଜର ନୂଆ ମଡେଲ ଲଞ୍ଚ କରିଛି। ପୋକୋ ଇଣ୍ଡିଆ ସ୍ମାର୍ଟ ଫୋନ Poco X3 PRO ଭାରତୀୟ ବଜାରରେ ଲଞ୍ଚ କରିଛି। ଏହି ଫୋନରେ ୨ଟି ରାମ ଓ ଷ୍ଟୋରେଚ ଓ୍ଵାରିଏଣ୍ଟ ରହିଛି। ଏହାସହିତ ଫୋନରେ ୪୮ ମେଗାପିକ୍ସଲର ପ୍ରାଇମେରୀ ସେଂସର ଦିଅଯାଇଛି । ୩୩ ଓ୍ଵାଟର ଫାଷ୍ଟ…

ମେସେଜ୍‌ ଟାଇପ୍‌ ନ କରି ମଧ୍ୟ ଏବେ ଦେଇପାରିବେ ରିପ୍ଲାଏ, ଆସିଲା ନୂଆ ଟେକ୍ନିକ୍‌

ଆଜିକାଲି ଫୋନ କଲରେ ଅଧିକ ସମୟ କଥା ହେବା ଅପେକ୍ଷା ଟେକ୍ସଟ ମେସେଜରେ ଚାଟିଙ୍ଗ କରିବାକୁ ସମସ୍ତେ ପସନ୍ଦ କରୁଛନ୍ତି। କିନ୍ତୁ ବେଳେ ବେଳେ ବ୍ୟସ୍ତତା ମଧ୍ୟରେ ଜରୁରୀ ମେସେଜର ରିପ୍ଲାଏ ଦେବା ମଧ୍ୟ ସମ୍ଭବ ହୋଇନଥାଏ। ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏବେ ଏକ ନୂଆ ଟେକ୍ନିକ ବାହାରିଛି…

ଆସିଲା ନୂଆ ଟେକ୍ନୋଲୋଜି, ଏଥର ବିନା ହେଡ଼ଫୋନରେ ନିଜ ମସ୍ତିଷ୍କରୁ ସିଧାସଳଖ ଶୁଣିପାରିବେ ଗୀତ

ଟେସଲା ଏବଂ ସ୍ପେସ୍-ଏକ୍ସ ପ୍ରତିଷ୍ଠାତା ଏଲୋନ୍ ମସ୍କଙ୍କର ନ୍ୟୁରୋଲିଙ୍କ ଷ୍ଟାର୍ଟଅପ୍ ଏକ ସ୍ୱତନ୍ତ୍ର ମସ୍ତିଷ୍କ ଚିପ୍ ଉପରେ କାମ କରୁଛି ଯାହା ଆଗାମୀ ବର୍ଷରେ ହେଡଫୋନ୍ଗୁଡ଼ିକୁ ସଂପୂର୍ଣ୍ଣଭାବେ ହଟାଇଦେବ । ଏହି ଚିପ୍ ମାନବ ମସ୍ତିଷ୍କରେ ପ୍ରତିରୋପଣ ହେବ । ଏହା ମାଧ୍ୟମରେ ଲୋକମାନେ ସଙ୍ଗୀତ…

ଅନ୍‌ଲାଇନ ଗେମିଂର ସୌଖିନଙ୍କ ପାଇଁ ବଜାରକୁ ଆସିଲା ‘ଗେମିଂ ବେଡ୍‌’, କମ୍ବଳ ଘୋଡେଇ ସ୍ନାକ୍ସ ଖାଇ ଆପଣ ଖେଳି ପାରିବେ…

ଅନ୍‌ଲାଇନ ଗେମିଂକୁ ସୌଖିନ କରିବା ପାଇଁ ଜାପାନର ଏକ ରିଟେଲ କମ୍ପାନୀ ‘ବାହୁତେ’ ଗେମିଂ ବେଡ୍‌ ପ୍ରସ୍ତୁତ କରିଛି। ଏହା ଉପରେ ଶୋଇକି ଆପଣ ଗେମ୍‌ ଖେଳିପାରିବେ। ଏଥିରେ ଏକ ଗଦି ସହିତ ଇଲେଭେଟେଡ୍‌ ହେଡ୍‌ ବୋର୍ଡ ଲଗାଯାଇଛି। ଏହାଛଡ଼ା ଏକ ଡେସ୍କ ମଧ୍ୟ ଫିଟ୍‌ କରାଯାଇଛି। ଗେମ୍‌ ଖେଳିବା ସମୟରେ…

ଲଞ୍ଚ୍‌ ହେଲା Samsungର ୱେୟାରଲେସ୍‌ ଇୟରଫୋନ୍‌ Galaxy Buds+, ଜାଣନ୍ତୁ କେତେ ରହିଛି ଦାମ୍‌

ଦକ୍ଷିଣ କୋରିଆର ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ‘Samsung’ ସେନ୍‌ ଫ୍ରାନ୍ସିସ୍କୋରେ ଅନ୍‌ପ୍ୟାକ୍‌ଡ ଇଭେଣ୍ଟର ଆୟୋଜନ କରିଥିଲା। ଏହି ଅବସରରେ କମ୍ପାନୀ େଓ୍ଵୟାରଲେସ୍‌ ଇୟରଫୋନ୍‌ Galaxy Buds+ ଲଞ୍ଚ୍‌ କରିଛି। ଏହାର ଦାମ୍‌ ରହିଛି ୧୪୯ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରା ହିସାବରେ…

ଲୋକଙ୍କ ହୃଦୟ ଭାଙ୍ଗିଲେ ଜଳିଉଠିଥାଏ ଏହି ବଲ୍‌ବ, ଜାଣନ୍ତୁ କେଉଁ ଦେଶ ଆବିଷ୍କାର କଲା ଏଭଳି ଅଦ୍ଭୁତ ଟେକ୍ନୋଲୋଜି

ଆଜିକାଲି ନୂତନ ଟେକ୍ନୋଲୋଜି ଦ୍ୱାରା ଗୋଟିଏ ପରେ ଗୋଟିଏ ଆବିଷ୍କାର କରାଯାଉଛି, ଯେପରି ଲୋକଙ୍କ ଜୀବନ ଆହୁରି ଆରାମଦାୟକ ହୋଇପାରିବ। କିନ୍ତୁ କେବେ କେବେ ଏମିତି ବି ଜିନିଷର ଆବିଷ୍କାର କରାଯାଏ, ଯାହା ବିଷୟରେ ଶୁଣିଲେ ଆମେ ଆଶ୍ଚଯ୍ୟର୍ ହୋଇ ରହିଯାଉ। ଏମିତି ଏକ ବଲ୍‌ବ ଏବେ ସୋସିଆଲ ମିଡିଆରେ…

Video Call ସମୟରେ ଏଣିକି ପରସ୍ପରକୁ ଛୁଇଁପାରିବେ ୟୁଜର୍ସ!

ବିଶ୍ୱରେ ଟେକ୍ନୋଲୋଜିର ବିକାଶ ଦ୍ରୁତଗତିରେ ଆଗେଇ ଚାଲିଛି। ଏହି କ୍ରମରେ ଏବେ ଆମେରିକାର ନର୍ଥେଓ୍ଵଷ୍ଟର୍ଣ୍ଣ ୟୁନିଭର୍ସିଟିର ଗବେଷକମାନେ ଏକ ଖାସ୍‌ ଡିଭାଇସ୍‌ ବନାଇଛନ୍ତି। ଏଥିରେ ୟୁଜରମାନେ ଭିଡିଓ କଲ୍‌ ସମୟରେ ପରସ୍ପରକୁ ସ୍ପର୍ଶ କରିପାରିବେ। ରିସର୍ଚ୍ଚରମାନେ ଏହି ଗ୍ୟାଜେଟ୍‌କୁ…

ଗୋଟିଏ ସେଟ୍‌ଅପ ବକ୍ସରେ ମିଳିବ ବିଭିନ୍ନ କମ୍ପାନୀର ସେବା! ଖୁବ୍‌ଶୀଘ୍ର ଲାଗୁ ହେବ ନୂତନ ବ୍ୟବସ୍ଥା

ଏଣିକି ଗୋଟିଏ ସେଟ୍‌ଅପ ବକ୍ସରେ ଟିଭି ଚ୍ୟାନେଲ ବ୍ରଡ୍‌କାଷ୍ଟ କରୁଥିବା ଅଲଗା ଅଲଗା କମ୍ପାନୀର ସେବା ଉପଲବ୍ଧ ହୋଇପାରିବ। ସରକାର ଏହି ନୂତନ ବ୍ୟବସ୍ଥା ଖୁବ୍‌ଶୀଘ୍ର ଆଣିବାକୁ ଯାଉଛନ୍ତି। ସୋମବାର ଡିଜିଟାଲ ଟିଭି ବ୍ରଡ୍‌କାଷ୍ଟିଙ୍ଗ୍‌ ସେବା ପାଇଁ ସେଟ୍‌ଅପ ବକ୍ସ ଇଣ୍ଟରଅପରେବିଲିଟି ଉପରେ…

ପିଲାଙ୍କ ପାଇଁ ଲଞ୍ଚ୍‌ ହେଲା ଏହି ଖାସ୍‌ ଆପ୍‌, ମା’-ବାପାଙ୍କୁ ମେସେଜ୍‌ ବିନା ଖୋଲିବ ନାହିଁ ଫୋନ୍‌ ଲକ୍‌

ଆଜିକାଲି ସ୍ମାର୍ଟଫୋନ୍‌ ପଛରେ ପିଲା ହୁଅନ୍ତି କି ବୁଢ଼ା, ସମସ୍ତେ ଧାଇଁଛନ୍ତି। ଏପରି କି, ସାର୍ବଜନୀନ ସ୍ଥାନରେ କୌଣସି ଅଘଟଣ ଘଟିଲେ ବି ଲୋକେ ଦୃଶ୍ୟ ଦେଖିବା ବଦଳରେ ନିଜ ମୋବାଇଲ୍‌ ଫୋନ୍‌ ଦେଖିଥାଆନ୍ତି। ତେବେ ଏହାରି ଭିତରେ ସ୍ମାର୍ଟଫୋନ୍‌ର ସବୁଠାରୁ ଅଧିକ ପ୍ରଭାବ ଛୋଟ ଛୁଆଙ୍କ ଉପରେ…