Browsing Tag

New timetable

ପୂର୍ବତଟ ରେଳପଥର ନୂତନ ସମୟସାରଣୀ ପ୍ରଚଳନ, ନୂଆବର୍ଷରୁ ହୋଇଛି ଆରମ୍ଭ

ଭୁବନେଶ୍ୱର: ପୂର୍ବତଟ ରେଳପଥ ତରଫରୁ ୧ ଜାନୁଆରୀ ୨୦୨୬ ଠାରୁ ନୂତନ ସମୟସାରଣୀ କାର୍ଯ୍ୟକାରୀ କରାଯାଇଛି । ଏହି ନୂତନ ସମୟସାରଣୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯାତ୍ରୀ ସୁବିଧା ବୃଦ୍ଧି, ଉନ୍ନତ ସଂଯୋଗ, ସମୟନିଷ୍ଠତା, ସୁରକ୍ଷା ଏବଂ ସୁଖଦ ଯାତ୍ରା ଅନୁଭୂତି ପ୍ରଦାନ କରିବା । ନୂତନ ସମୟସାରଣୀ…