ଯୁବକଙ୍କୁ ୮ ଥର ଟ୍ରାକ୍ଟର ଚଢାଇ ମାରିବା ଘଟଣାରେ ନୂଆ ମୋଡ଼, ପଡୋଶୀଙ୍କୁ ଫସାଇବା ପାଇଁ ବଡ ଭାଇକୁ ହତ୍ୟା କଲା ସାନ ଭାଇ
ରାଜସ୍ଥାନର ଭରତପୁରରେ ବୁଧବାର ହୋଇଥିବା ଟ୍ରାକ୍ଟର କାଣ୍ଡରେ ବଡ ଖୁଲାସା ହୋଇଛି । ଏହି ଘଟଣା କେହି ଅଜଣା ଲୋକ ନୁହେଁ ବରଂ ନିଜ ଭାଇ କରିଛି । ଅଭିଯୁକ୍ତ ଜଣକ ପଡୋଶୀଙ୍କୁ ଫସାଇବା ପାଇଁ ନିଜ ଭାଇକୁ ୮ ଥର ଟ୍ରାକ୍ଟର ଚଢାଇ ମାରିଦେଇଛନ୍ତି । ଆଉ ଘଟଣା ବେଳେ ମୃତକଙ୍କ ଭଉଣୀ ମଧ୍ୟ ଉପସ୍ଥିତି…