Browsing Tag

new traffic rule

ଟ୍ରାଫିକରେ ଚାଲାଣ କଟିଲେ ବି ଦେବାକୁ ପଡିବନି ଟଙ୍କା, ଆସିଲା ନୂଆ ନିୟମ

ଯଦି ଆପଣ ଗାଡି ଚଲାଉଛନ୍ତି ତାହେଲେ ଆପଣ ନିହାତି ଭାବେ ସମସ୍ତ ଟ୍ରାଫିକ ନିୟମ ବିଷୟରେ ଜାଣିବା ଉଚିତ। ପେଟ୍ରୋଲ ଡିଜେଲର ଦର ବୃଦ୍ଧି କାରଣରୁ ଗାଡି ଚଲାଇବା ପୂର୍ବ ଅପେକ୍ଷା ଏବେ ଅଧିକ ମୁସକିଲ ହୋଇଯାଇଛି। ଏମିତିରେ ଯଦି ଚାଲାଣ କାଟିଯାଏ ତାହେଲେ ବୋଝ ଉପରେ ନଳିତା ବିଡା ଭଳି ହୋଇଯିବ। ଏପଟେ…

ଏବେ କାରର ପଛ ସିଟରେ ବସିଲେ ମଧ୍ୟ ବାନ୍ଧିବେ ସିଟ୍ ବେଲ୍ଟ, ବାଇକରେ ସାଇଡ ମିରର ନଥିଲେ ଲାଗିବ ଜରିମାନା

ନୂଆଦିଲ୍ଲୀ : ଯଦି ଆପଣ କାର କିମ୍ବା ବାଇକରେ ଦିଲ୍ଲୀରେ ବୁଲୁଛନ୍ତି ତେବେ ସାବଧାନ। ତେବେ ଆପଣଙ୍କ ପାଇଁ ଏହି ଖବର ବେଶ୍ ଜରୁରୀ। ରାଜଧାନୀ ଦିଲ୍ଲୀରେ ଟ୍ରାଫିକ ଓ ଡ୍ରାଇଭିଂର ନିୟମ ଆହୁରି କଠୋର ହୋଇ ଯାଇଛି। ଯଦି ଆପଣ କାରର ପଛ ସିଟରେ ବସୁଛନ୍ତି ଏବଂ ସିଟ୍ ବେଲ୍ଟ ଲଗାଉ ନାହାନ୍ତି ତେବେ…

ପ୍ରଥମେ ମାସ୍କ ମେକ୍‌ଅପ୍‌ ନେଲା, ଆଉ ଏବେ ହେଲ୍‌ମେଟ୍‌ ନେବ ହେୟାର ଷ୍ଟାଇଲ୍‌

ଭୁବନେଶ୍ୱର (ତୃଷ୍ଣା ପ୍ରିୟଦର୍ଶିନୀ): ରାତି ପାହିଲେ ପାଦ ଥାପିବ ନୂଆବର୍ଷ। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ୨୦୨୦ ଯେଭଳି କଷ୍ଟ ଦେଉଛି ଲୋକମାନେ ତ୍ରାହି ତ୍ରାହି ଡାକିଲେଣି। ଏଣୁ ସମସ୍ତେ ଆଶା କରୁଛନ୍ତି ନୂଆବର୍ଷ ଆସିବ ନୂଆ ଆଶା ଆକାଂକ୍ଷା ନେଇ। ମାତ୍ର ଏ ନୂଆ ନିୟମ ନୂଆ ବର୍ଷରେ ବି…

ଚାଳକଙ୍କୁ ଆଶ୍ବସ୍ତି: ଏବେ ବାଇକ୍‌ରେ ଯାଇପାରିବେ ଦୁଇଜଣ

ଭୁବନେଶ୍ବର : ଏବେ ବାଇକ୍‌ରେ ଦୁଇଜଣ ଯାଇପାରିବେ। ଏନେଇ କିଛି ଟ୍ବିଟ୍‌ର ଉତ୍ତର ଦେଇ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି। ତାଲାବନ୍ଦ କଟକଣା‌ରେ ବାଇକ୍‌ରେ ଦୁଇଜଣଙ୍କୁ ବାରଣ କରାଯାଇଥିଲା। ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା। ଏହାକୁ ନେଇ…

ଟ୍ରାଫିକ ଚେକିଂ ବେଳେ ସମ୍ବଲପୁର ଅଇଁଠାପାଲି ଛକରେ ଧରାପଡିଲେ ଦୁଇ ନାବାଳକ, ଡ୍ରାଇଭିଂ ଲାଇସେନ୍‌ସ ନଥିବାରୁ କଟିଲା ୬୦…

ଭୁବନେଶ୍ବର: ଦୁଇ ନାବାଳକଙ୍କୁ ୬୦ ହଜାର ଫାଇନ୍‌ । ଟ୍ରାଫିକ ଚେକିଂ ବେଳେ ସମ୍ବଲପୁର ଅଇଁଠାପାଲି ଛକରେ ଧରିଥିଲା ପୋଲିସ । ଦୁଇ ନାବାଳକଙ୍କ ମଧ୍ୟରୁ ଜଣଙ୍କ ବୟସ ୧୨ ବର୍ଷ ଓ ଅନ୍ୟ ଜଣଙ୍କ ବୟସ ୧୬ ବର୍ଷ । ଡ୍ରାଇଭିଂ ଲାଇସେନ୍‌ସ ନଥିବାରୁ ୫ହଜାର ଓ ନାବାଳକ ପାଇଁ ୨୫ହଜାର ଟଙ୍କା ଏପରି ଜଣ ପିଛା…

ଟ୍ରାଫିକ ଚେକିଂ : ଫିଟନେସ୍‌ ଏବଂ ରୋଡ଼ ପରମିଟ୍‌ ନଥିବାରୁ ଭୁବନେଶ୍ୱର ନୟାପଲ୍ଲୀରେ ୨ଟି ଘରୋଇ କଲେଜ ବସ୍‌ ସିଜ୍‌

ଭୁବନେଶ୍ୱର: ସାରା ରାଜ୍ୟରେ ଚାଲିଛି ଜୋରଦାର ଟ୍ରାଫିକ ଚେକିଂ। ଫିଟନେସ୍‌ ଏବଂ ରୋଡ଼ ପରମିଟ୍‌ ନଥିବାରୁ ଭୁବନେଶ୍ୱର ନୟାପଲ୍ଲୀରେ ୨ଟି ଘରୋଇ କଲେଜ ବସ୍‌ ସିଜ୍‌ କରିଛି ପରିବହନ ବିଭାଗ। ଦୁଇଟି ବସ୍‌ ଉପରେ ୫୧ହଜାର ଟଙ୍କାର ଫାଇନ୍‌ କରାଯାଇଛି। ବାରମ୍ବାର ମହଲତ ପରେ ବି ସୁଧୁରୁନାହାଁନ୍ତି…

ଜୟପୁରରୁ ବିସ୍ଫୋରକ ବୋଝେଇ ଟ୍ରକ୍‌ ଜବତ, ଡ୍ରାଇଭର ଓ ହେଲ୍‌ପରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍

ଜୟପୁର: ଜୟପୁରରୁ ବିସ୍ଫୋରକ ବୋଝେଇ ଟ୍ରକ୍‌ ଜବତ । ରାତିରେ ପାଟ୍ରୋଲିଂ କରୁଥିବା ବେଳେ ବିସ୍ଫୋରକ ବୋଝେଇ ଟ୍ରକ୍‌କୁ ଜବତ କରିଛି ଜୟପୁର ଟାଉନ ଥାନା ପୋଲିସ । ଏହି ଟ୍ରକ୍‌ଟି ହାଇଦ୍ରାବାଦରୁ ମାଲକାନଗିରି ଯାଉଥିବା ସୂଚନା ମିଳିଛି । ଏହାସହ ଗାଡିର ଡ୍ରାଇଭର ଓ ହେଲ୍‌ପରକୁ ଅଟକ ରଖି ପଚରାଉଚରା…

ଆଜିଠୁ ପୁଣି ରାଜ୍ୟରେ କଡାକଡି ହୋଇଛି ଟ୍ରାଫିକ ନିୟମ, ଭୁବନେଶ୍ୱର ଆରଟିଓ ୨ ଅଂଚଳରୁ ମୋଟ ୨.୫ ଲକ୍ଷ ଟଙ୍କାର ଫାଇନ ଆଦାୟ

ଭୁବନେଶ୍ବର: ସରିଲା ୬ ମାସର ଡେଡଲାଇନ୍‌ । ପୁଣି ଫେରିଲା ଟ୍ରାଫିକ୍‌ ଟେନ୍‌ସନ୍‌ । ଆଜିଠୁ ପୁଣି ରାଜ୍ୟରେ କଡାକଡି ହୋଇଛି ଟ୍ରାଫିକ ନିୟମ । ଜୋରଦାର କରାଯାଇଛି ଯାଞ୍ଚ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ କଡାକଡ଼ି କରାଯାଉଛି । ଆଜି ଭୁବନେଶ୍ୱର ଆରଟିଓ ୨ ଅଂଚଳରୁ…

ଟ୍ରାଫିକ୍‌ ଚେକିଂ ବେଳେ ରାଜମହଲ ଛକରେ ଉତ୍ତେଜନା, ରଙ୍ଗରୁଟ୍‌ରେ ଆସୁଥିବା ମହିଳାଙ୍କୁ ୫ ହଜାର ଟଙ୍କା ଫାଇନ

ଭୁବନେଶ୍ୱର: ଟ୍ରାଫିକ୍‌ ଚେକିଂ ବେଳେ ଭୁବନେଶ୍ୱର ରାଜମହଲ ଛକରେ ଉତ୍ତେଜନା । ରଙ୍ଗରୁଟ୍‌ରେ ଆସୁଥିବା ଜଣେ ମହିଳାଙ୍କୁ ଧରିଥିଲା ପୋଲିସ । ଏହା ପରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଫାଇନ୍‌ ମାଗିବା ସହ ଗାଡି ସିଜ୍‌ କରାଯିବ ବୋଲି ପୋଲିସ କହିବାରୁ ମହିଳା ଜଣଙ୍କ ପାଟିତୁଣ୍ଡ କରିଥିଲେ ।…

ନାବାଳକ ବାଇକ୍ ଚାଳକଙ୍କ ଉପରେ ୪୨, ୫୦୦ ଟଙ୍କାର ଫାଇନ୍ କାଟିଲା ଭଦ୍ରକ ଆରଟିଓ, ଆଇନ ଅମାନ୍ୟ କରିଥିବାରୁ ଦେବାକୁ ପଡିଲା…

ଭଦ୍ରକ: ଆଇନ ଅମାନ୍ୟ କରିଥିବାରୁ ନାବାଳକ ବାଇକ୍ ଚାଳକଙ୍କ ଉପରେ ୪୨, ୫୦୦ ଟଙ୍କାର ଫାଇନ୍। ଏହି ଫାଇନ୍ କାଟିଛି ଭଦ୍ରକ ଆରଟିଓ। ଭୁଲ୍ ରୁଟରେ ଯିବା ସହ ଗାଡ଼ିର କୌଣସି କାଗଜପତ୍ର ନ ଥିବାରୁ ଭଦ୍ରକର ଜଣେ ନାବାଳକ ଛାତ୍ରଙ୍କ ଉପରେ ଏହି ଜରିମାନା କଟାଯାଇଛି । ବ୍ୟାପକ ସଚେତନତା ସତ୍ୱେ ଛୋଟ…

୧୮ବର୍ଷରୁ କମ୍‌ ପିଲା ଚଲାଇପାରିବେ ନାହିଁ ଗାଡି, ଗାଇଡ୍‌ଲାଇନ୍‌ ଜାରି କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ

ଭୁବନେଶ୍ବର: ସ୍କୁଲ ପିଲାଙ୍କୁ ଗାଡି ମନା। ୧୮ବର୍ଷରୁ କମ୍‌ ପିଲା ଗାଡି ଚଲାଇପାରିବେ ନାହିଁ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଯଦି କୌଣସି ଛାତ୍ରଛାତ୍ରୀ ଗାଡି ଚଳାଇବା ସମୟରେ ଧରାପଡନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।…

ପ୍ରଥମ ଦିନରେ ନାକେଦମ କଲା ଟ୍ରାଫିକ ଧରପଗଡ଼: ୫ହଜାର ୪୭୪ ଗାଡି ଯାଞ୍ଚ, ଗିରଫ ହେଲେ ୧୭୮ଜଣ ମଦ୍ୟପ

ଭୁବନେଶ୍ବର: ସାରା ରାଜ୍ୟରେ ପୁଣି କଡାକଡି ହୋଇଛି ଟ୍ରାଫିକ ନିୟମ । ଉଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି । ପ୍ରଥମ ଦିନରେ ୫ହଜାର ୪୭୪ ଗାଡି ଯାଞ୍ଚ କରାଯାଇଛି। ଗିରଫ ହୋଇଛନ୍ତି ୧୭୮ଜଣ ମଦ୍ୟପ। ଏନେଇ ପୋଲିସ ଡିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ…