ନୂଆ ଟ୍ରାଫିକ ରୁଲ ଭାଙ୍ଗିଲେ ଚାଳକ ଭରିବେ ସିଧା ୪୦ ହଜାର ଟଙ୍କା, ନିୟମ ଜାଣି ଆଗୁଆ ସତର୍କ ରୁହନ୍ତୁ
ରାସ୍ତାରେ ଗାଡ଼ି ଚଲାଇବାର ଅନେକ ନିୟମ ରହିଛି। ଯାହା ଆମ ସୁରକ୍ଷା ପାଇଁ ତିଆରି କରାଯାଇଛି। ଯଦି ସେହି ନିୟମକୁ କେହି ବି ଉଲଂଘନ କରନ୍ତି ତେବେ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଜକୁ ବିପଦରେ ପକାନ୍ତି। ଏହାସହ ଅନ୍ୟମାନେ ମଧ୍ୟ ବିପଦରେ ପଡ଼ନ୍ତି। ତେଣୁ ସମସ୍ତଙ୍କୁ ସଡ଼କ ନିୟମ ପାଳନ କରିବା…