ଜାନୁଆରି ୧୫ ତାରିଖରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା, ସଂଶୋଧନ ଓ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ : ରାଜ୍ୟ ମୁଖ୍ୟ…
କେନ୍ୟୁଜ : ଜାନୁଆରି ୧୫ ତାରିଖରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା। ଭୋଟର ତାଲିକାରେ ସଂଶୋଧନ, ପଞ୍ଜୀକରଣ କିମ୍ବା ନାଁ ବାଦ ଦେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ। ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ଏହା ଆବେଦନ କରାଯାଇପାରିବ।…