ଶ୍ରୀମନ୍ଦିରରେ ନୂଆବର୍ଷ ନୀତିନିର୍ଘଣ୍ଟ: ୩୧ ତାରିଖ ରାତି ୧୧ରେ ପହୁଡ଼, ୨ଟାରେ ଦ୍ବାର ଫିଟିବ
ପୁରୀ : ନୂଆବର୍ଷ ପାଇଁ ଆସନ୍ତାକାଲି ଶ୍ରୀଜଗନ୍ନାଥଙ୍କର ସ୍ୱତନ୍ତ୍ର ନୀତିକାନ୍ତି । ଡିସେମ୍ବର ୩୧ ତାରିଖ ରାତି ୧୧ଟାରେ ହେବ ଶ୍ରୀଜିଉଙ୍କ ପହୁଡ଼ ନୀତି । ପରେ ପୁଣି ରାତ୍ର ୨ଟାରେ ହେବ ଦ୍ବାରଫିଟା ନୀତି । ଛତିଶାନିଯୋଗ ଓ ନୀତି ସବକମିଟି ଅନୁମୋଦିତ ନୀତି ଅନୁସାରେ ଏହି ନିଷ୍ପତ୍ତି ହୋଇଛି ।…