ନୂଆବର୍ଷରେ ଦେଶରେ ଜନ୍ମ ହୋଇଛନ୍ତି ପାଖାପାଖି ୬୭ ହଜାର ୩୮୫ ଶିଶୁ, ଜନସଂଖ୍ୟା ରିପୋର୍ଟ ଅନୁସାରେ ୨୦୨୭ ମସିହା ସୁଦ୍ଧା…
ନୂଆଦିଲ୍ଲୀ: ନୂଆବର୍ଷରେ ଭାରତରେ ଜନ୍ମ ହୋଇଛନ୍ତି ପାଖାପାଖି ୬୭ ହଜାର ୩୮୫ ଜଣ ଶିଶୁ । ସେହିପରି ୟୁନିସେଫ୍ ଆକଳନ ଅନୁସାରେ ସମଗ୍ର ବିଶ୍ୱରେ ଜନ୍ମ ନେଇଛନ୍ତି ୩ ଲକ୍ଷ ୯୨ ହଜାର ୭୮ ଜଣ ଶିଶୁ । ସାରା ବିଶ୍ୱରେ ଯେତେ ଶିଶୁ ଜନ୍ମ ହୋଇଛନ୍ତି, ଭାରତ ଏବଂ ଅନ୍ୟ ସାତଟି ଦେଶରେ ତାର ପ୍ରାୟ…