Browsing Tag

new year celebration

ଶାନ୍ତି ଶୃଙ୍ଖଳାରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଟୁଇନ ସିଟିରେ ପୁଲିସର ବ୍ୟାପକ ପହରା

ଧୁମଧାମରେ ପାଳନ ହେବ ନୂଆବର୍ଷ। ଜିରୋ ନାଇଟ ସେଲିବ୍ରେସନ ପାଇଁ ମାସକ ପୂର୍ବରୁ ଆରମ୍ଭ ହେଲାଣି ପ୍ରସ୍ତୁତି। ୨୦୨୪କୁ ସ୍ୱାଗତ ପାଇଁ ହୋଟେଲ, ପବ, ଡ୍ୟାନ୍ସ ବାର ପ୍ରସ୍ତୁତ ହୋଇରହିଛନ୍ତି। ଏବେ ସୁରୁଖୁରୁ ଓ ଶାନ୍ତି ଶୃଙ୍ଖଳାରେ ନୂଆବର୍ଷ ଓ ଜିରୋ ନାଇଟ ସେଲିବ୍ରେସନ ପାଇଁ କମିସନରେଟ ପୋଲିସର…

କାହିଁକି ଜାନୁଆରୀ ୧ ନୂଆବର୍ଷ ?

ନୂଆବର୍ଷର ପ୍ରସ୍ତୁତି ଏବେ ସବୁଠି । କିନ୍ତୁ କରୋନା ମହାମାରି ନୂଆବର୍ଷର ଖୁସିକୁ ଫିକା କରିବାରେ ଜମା ବି ପଛରେ ନାହିଁ । ତଥାପି ଲୋକେ ନୂଆବର୍ଷକୁ ସ୍ୱାଗତ କରିବାକୁ ଅପେକ୍ଷା କରିବସିଛନ୍ତି । କିଛି ଲୋକ ନିଜ ପୁରୁଣା ଦିନକୁ ଭୁଲି ବର୍ଷ ଆରମ୍ଭ କରିବାକୁ ଚାହୁଁଥିବା ବେଳେ ଆଉ କିଛି ସେହି…

ବିରାଟ କୋହଲି ଓ ଅନୁଷ୍କା ଶର୍ମା ଏମିତି ଢଙ୍ଗରେ କଲେ ନୂଆ ବର୍ଷକୁ ସ୍ୱାଗତ, Photo ସେୟାର କଲେ ବିରାଟ

କରୋନା ଭୟ ଯୋଗୁ ଯଦିଓ ଏଥର ନ୍ୟୁ ଇୟର ସେଲିବ୍ରେଶନ ଟିକେ ଫିକା ପଡ଼ିଯାଇଛି, ତଥାପି ଅନେକ ଲୋକ ଏବଂ ଅନେକ ସେଲିବ୍ରିଟି ନିଜ ନିଜ ଢ଼ଙ୍ଗରେ ୨୦୨୧କୁ ସ୍ୱାଗତ କରିଛନ୍ତି। ବଲିଉଡର କେତେକ ସେଲିବ୍ରିଟି ନିଜ ସେଲିବ୍ରେଶନର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ଏଥିରୁ ବାଦ ପଡ଼ି ନାହାନ୍ତି…

ପାୱାର କରିଡରରେ ନୂଆବର୍ଷର ପ୍ରଥମ ଦିନ, ଶୁଭେଚ୍ଛା ଜଣାଇବାକୁ ଲାଗିଥିଲା ଭିଡ଼

ଭୁବନେଶ୍ବର : ପାୱାର କରିଡରରେ ନୂଆବର୍ଷର ପ୍ରଥମ ଦିନ । ଦିନ ୧୧ଟା ବେଳକୁ ସଚିବାଳୟରେ ଆରମ୍ଭ ହୋଇଯାଇଥିଲା ଗହଳିଚହଳି। ଫୁଲତୋଡ଼ା ଧରି ଶୁଭେଚ୍ଛା ଜଣାଇବାକୁ ଆସିଥିଲେ ବିଭିନ୍ନ ସଂଗଠନ ଓ ସଂଘର କର୍ମକର୍ତ୍ତା । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ସଚିବଙ୍କ ପ୍ରକୋଷ୍ଠରେ…

ନୂଆ ସମ୍ଭାବନା ଓ ଉତ୍ସାହ ନେଇ ଆସିଛି ବର୍ଷ ୨୦୧୯ , ମହୋଦଧିରେ ସ୍ନାନ ସହ ଶ୍ରୀଜିଉଙ୍କ ଦର୍ଶନ କରି ନୂଆ ସକାଳର ଆରମ୍ଭ…

ଭୁବନେଶ୍ବର(କେନ୍ୟୁଜ୍) : ନୂଆବର୍ଷର ନୂଆ ସକାଳ । ନୂଆ ସମ୍ଭାବନା, ନୂଆ ଉତ୍ସାହ ନେଇ ଆସିଛି ବର୍ଷ ୨୦୧୯ । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ମଧ୍ୟରାତ୍ରିରୁ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ୍‌ । ଘଣ୍ଟାରେ ରାତି ୧୨ଟା ବାଜିବା ମାତ୍ରେ ନୂଆବର୍ଷକୁ ସ୍ୱାଗତ କରିଥିଲେ ସଭିଏଁ । ଆତସବାଜିରେ…

ନୂଆ ବର୍ଷ ପାର୍ଟିରେ ପିନ୍ଧି ପାରିବେନି ଛୋଟ କପଡା କି କରିପାରିବେନି ଅଶ୍ଳୀଳ ଡ୍ୟାନ୍ସ , ନଚେତ୍ ଯିବାକୁ ପଡିବ ଜେଲ୍

ନୂଆ ବର୍ଷରେ ପିନ୍ଧି ପାରିବେନି ଛୋଟ କପଡା । କରିପାରିବେନି ଅଶ୍ଳୀଳ ଡ୍ୟାନ୍ସ । ଏହାକୁ ନମାନଲେ ନୂଆ ବର୍ଷରେ ଖାଇପାରନ୍ତି ଜେଲର ହୱା । ଏଭଳି କଡା ନିୟମ ଲାଗୁ ହୋଇଛି ଗୁଜୁରାଟରେ । ଖାସ୍ କରି ବଡୋଦରା ପୋଲିସ୍ ଏହି ନିୟମ ଲାଗୁ କରିଛି ।ବଡୋଦରା ପୋଲିସ୍ ଏନେଇ ସର୍କୁଲେସନ୍ ଜାରି କରିଛି ।…

ନୂଆବର୍ଷରେ ରାତି ୨ଟାରେ ଦର୍ଶନ ଦେବେ ଶ୍ରୀଜୀଉ

ପୁରୀ (କେନ୍ୟୁଜ୍) : ନୂଆବର୍ଷ ପାଳନ ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି । ଜାନୁଆରୀ ଏକ ତାରିଖ ୨୦୧୯ରେ ଭକ୍ତମାନେ ଶ୍ରୀଜିଉଙ୍କୁ ରାତି ୨ଟାରେ ଦର୍ଶନ କରିପାରିବେ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଶ୍ରୀମନ୍ଦିରର କାର‌୍ୟ୍ୟାଳୟରେ ଛତିଶା…