Browsing Tag

new year

ଆସନ୍ତା ୧୬ରେ ମଙ୍ଗଳ ଦେବ କରିବେ ରାଶି ପରିବର୍ତ୍ତନ, ପଡ଼ିବ ଏହି ସବୁ ରାଶି ଉପରେ ଅତ୍ୟନ୍ତ ଶୁଭ ପ୍ରଭାବ

ନୂଆବର୍ଷରେ ସମସ୍ତଙ୍କର ଜାଣିବାକୁ ଇଚ୍ଛା ଥାଏ ନିଜ ଜୀବନ ଓ ଭବିଷ୍ୟତ ସମ୍ପର୍କରେ। ସେଥିପାଇଁ ନିଜ ନିଜ ରାଶିରେ ଗ୍ରହମାନଙ୍କ ସ୍ଥିତି ଜାଣିବା ଆବଶ୍ୟକ। ନୂଆବର୍ଷ ୨୦୨୨ରେ ଅନେକ ଗ୍ରହ ଗୋଚର ପ୍ରକାରେ ଗତି କରିବେ। ଏହି ରାଶି ମାନଙ୍କ ମଧ୍ୟରେ ମଙ୍ଗଳ ଗ୍ରହ ମଧ୍ୟ ଅଛନ୍ତି। ଯିଏ ନିଜ ରାଶି…

ନୂଆବର୍ଷର ପ୍ରଥମ ଗୁରୁବାରରେ ମାତା ଲକ୍ଷ୍ମୀଙ୍କ ସହ କରନ୍ତୁ କୁବେର ଦେବଙ୍କ ପୂଜା, ଘରେ ବୃଦ୍ଧି ହେବ ସୁଖ ସମୃଦ୍ଧି

ନୂଆବର୍ଷର ପ୍ରଥମ ଗୁରୁବାରରେ ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ କରନ୍ତୁ ଏହି ପୂଜା। ଦେଖିବେ ବର୍ଷସାରା ଆପଣଙ୍କ ଘରେ ଧନ ବର୍ଷା ହେବ। କାରଣ ଧନର ଆବଶ୍ୟକତା ସମସ୍ତଙ୍କର ରହିଛି। ତେଣୁ ଏଥିପାଇଁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ହେବ। ତେଣୁ ନୂଆବର୍ଷ ଆରମ୍ଭରୁ ଏହି ଶୁଭ କାମ…

ଜାନୁଆରୀରେ ଏହି ୩ଟି ଗ୍ରହ କରିବେ ରାଶି ପରିବର୍ତ୍ତନ, ମିଳିବ ଏମାନଙ୍କୁ ବର୍ଷସାରା ଶୁଭଫଳ

ବର୍ଷର ପ୍ରଥମ ମାସରେ ମାନେ ଜାନୁଆରୀରେ ସୂର୍ଯ୍ୟ, ମଙ୍ଗଳ ଓ ବୁଧ ଏହି ୪ ଗ୍ରହଙ୍କର ରାଶି ପରିବର୍ତ୍ତନ ହେବ। ଏହାସହିତ କର୍ମଫଳ ଦାତା ଶନିଦେବ ମଧ୍ୟ ୩୦ ବର୍ଷ ପରେ ନିଜ ରାଶିରେ ପ୍ରବେଶ କରିବେ। ମାନେ କୁୁମ୍ଭ ରାଶିକୁ ଗୋଚର ପ୍ରାକାରେ ଗତି କରିବେ । ତେବେ ଏହାପାଇଁ କେଉଁ ରାଶିଙ୍କ ଉପରେ…

ଆଜିଠାରୁ ଏହି ରାଶି ଉପରେ ରହିବ ଲକ୍ଷ୍ମୀ-ଗଣେଶଙ୍କ ଅତ୍ୟନ୍ତ ଶୁଭଦୃଷ୍ଟି, ବର୍ଷସାରା ହେବ ଧନର ବର୍ଷା

ଆଜିଠୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଖୁବ ଉନ୍ନତି ଘଟିବ। ସୁରକ୍ଷିତ ଇନଭେଷ୍ଟମେଣ୍ଟ ପାଇଁ ଏହି ବର୍ଷ ସବୁଠୁ ଶୁଭ ହେବ। ଚାକିରୀରେ ପଦୋନ୍ନତି ଘଟିବ। ଏହାସହିତ ଜୀବନରେ ଅନେକ ଲାଭ ମିଳିବ। ଯେଉଁ କାମକୁ କରିବା ପାଇଁ ସଙ୍କଳ୍ପ ନେବେ ସେଥିରେ ସଫଳତା ମିଳିବ। ବର୍ଷ ୨୦୨୨ ମକର ରାଶିର ଲୋକଙ୍କ…

ନୂଆବର୍ଷରେ ଘରେ ଏହି ୫ଟି ଅଶୁଭ କାମ କରନ୍ତୁ ନାହିଁ,  ନଚେତ୍‌ ପରିବାର ପାଇଁ ଆସିପାରେ ବଡ଼ ବିପଦ

ଶୁଭ ଓ ଅଶୁଭର ମାନ୍ୟତା ବହୁ ପୁରାତନ କାଳରୁ ରହିିଛି। ଏହା ସମ୍ପର୍କରେ ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି। ଯାହାକୁ ଆଜି ବି ଅନେକ ଲୋକ ମାନନ୍ତି। ସାଧାରଣ ଭାବେ ଘର ପରିବାରରେ ଗୁରୁଜନମାନେ ଅନେକ କଥାକୁ ନେଇ ବାରଣ କରିଥାନ୍ତି। କିଛି କାମ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ। ଅନ୍ୟ କିଛି କାମ ଅଛି…

ବର୍ଷ ୨୦୨୨ରେ ଏହି ରାଶିକୁ ମିଳିବ ବହୁତ ଶୁଭଫଳ, ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ

ଆସନ୍ତା ନୂଆବର୍ଷ ଏହି ରାଶି ପାଇଁ ରହିବ ଅତ୍ୟନ୍ତ ଶୁଭ। ଯଦି ଆପଣ ମଧ୍ୟ ଏହି ରାଶିର, ତେବେ ନିଶ୍ଚିତ ଭାବେ ଏହି ଖବର ଆପଣଙ୍କ ପାଇଁ ଲାଭକାରୀ ହେବ। ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଜାଣି ନିଅନ୍ତୁ। ଖୁସି ରହିବେ। ୨୦୨୨ ସିଂହ ରାଶି ପାଇଁ ରହିବ ଅତ୍ୟନ୍ତ ଶୁଭ। ସିଂହ ରାଶିର ସ୍ୱାମୀ…

୧ ଜାନୁଆରୀରୁ ଅନଲାଇନ ଫୁଡ଼ ଅର୍ଡର ଉପରେ ଦେବେ ଏକ୍ସଟ୍ରା ଚାର୍ଜ, ବଢ଼ିବ ଏତିକି ଟଙ୍କା

ଯଦି ଆପଣ ଘରେ ବସି ଅନଲାଇନ ମାଧ୍ୟମରେ ଖାଦ୍ୟ ଅର୍ଡର କରୁଛନ୍ତି ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ଆଗକୁ ଅନଲାଇନରେ ଖାଦ୍ୟ ଅର୍ଡର କରିବା ହେବ ଖୁବ ମହଙ୍ଗା। ଆସନ୍ତା ନୂଆବର୍ଷରୁ ଏହିନିୟମ ଲାଗୁ ହେବାକୁ ଯାଉଛି। ଯାହାର ଭାରି ପ୍ରଭାବ ସିଧା ଅନଲାଇନ ସପିଂ ପ୍ରେମୀଙ୍କ ପକେଟରେ ପଡ଼ିବ। ଜାଣିବା…

ନୂଆବର୍ଷରେ ନିଜ ରାଶିରେ ପ୍ରବେଶ କରିବେ ଶନିଦେବ, ଏହିସବୁ ରାଶିର ଲୋକଙ୍କ ଭାଗ୍ୟରେ ହେବ ବଡ଼ ପରିବର୍ତ୍ତନ; ୨ଟି ରାଶି…

।।ଓମ୍‌ ଶଂ ଶନୈଶ୍ଚରାୟ ନମଃ।। ଜ୍ୟୋତିଷ ଶାସ୍ତ୍ର ମୁତାବିକ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା। ସେ ଅନ୍ୟାୟ ଓ ଅନ୍ୟାୟ କରୁଥିବା ଲୋକମାନଙ୍କୁ କଦାପି ସହି ପାରନ୍ତି ନାହିଁ। ମନାଯାଏ ଯେ ଶନିଦେବ ଯଦି କାହା ଉପରେ ଥରେ ପ୍ରସନ୍ନ ହୋଇଯାନ୍ତି। ତେବେ ସେହି ଲୋକର ଭାଗ୍ୟରେ ବଡ଼ ପରିବର୍ତ୍ତନ ହୁଏ।…

ଭିଭୋର 3D ସ୍ମାର୍ଟଫୋନରେ ରହିଛି ଜବରଦସ୍ତ ଫିଚର୍ସ, ଜାଣନ୍ତୁ ଏହାର ଦାମ୍‌

ଭିଭୋ ଖୁବ ଶୀଘ୍ର ନିଜର ନୂଆ ମଡେଲର ବଜାର ପ୍ରବେଶ କରିବାକୁ ଯାଉଛି। ଖୁବ ଶୀଘ୍ର ଭାରତୀୟ ମାର୍କେଟରେ Vivo V23 ସିରିଜ ଲଞ୍ଚ କରିବାକୁ ଯାଉଛି। ଗତ ଥର ଏହା ଡିସେମ୍ବର ୧ରେ ଲଞ୍ଚ ହେବ ବୋଲି ଶୁଣିବାକୁ ମିଳିଥିଲା। ଏବେ ଏହାର ରିଲିଜ ତାରିଖ ନୂଆବର୍ଷକୁ ରହିଛି। Vivo V23 5g ଓ V23 Proକୁ ନେଇ…

୧ ଜାନୁଆରୀ ୨୦୨୨ରୁ ଗୁଗଲ ୟୁଜର୍ସଙ୍କ ପାଇଁ ଲାଗୁ ହେବ ନୂଆ ନିୟମ, ଜାଣନ୍ତୁ

ଯଦି ଆପଣ ଗୁଗଲର ବିଭିନ୍ନ ସେବାକୁ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ଆସନ୍ତା ୧ ଜାନୁଆରୀ ୨୦୨୨ ମାନେ ନୂଆବର୍ଷରୁ ନିୟମ ବଦଳିବାକୁ ଯାଉଛି। ଅନଲାଇନ ପେମେଣ୍ଟ ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରୁଛି କମ୍ପାନୀ। ଏହି ପରିବର୍ତ୍ତନ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ…

ଅକ୍ଷୟ କୁମାର ଗାୟତ୍ରୀ ମନ୍ତ୍ର ସହ କଲେ ନୂଆ ବର୍ଷକୁ ସ୍ୱାଗତ, Videoରେ ଦେଖାଇଲେ ୨୦୨୧ର ପ୍ରଥମ ସୂର୍ଯ୍ୟୋଦୟ

ଆଜିଠୁ ବର୍ଷ ୨୦୨୧ ଆରମ୍ଭ ହୋଇଯାଇଛି। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ନୂଆ ବର୍ଷକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି। ଏହି ଖାସ ଅବସରରେ ବଲିଉଡ ସେଲିବ୍ରିଟି ଅକ୍ଷୟ କୁମାର ବି ନିଜ ଫ୍ୟାନମାନଙ୍କୁ ଖାସ ଅନ୍ଦାଜରେ ନ୍ୟୁ ଇୟର ଶୁଭେଚ୍ଛା ଜଣାଇଛନ୍ତି।…

ନୂଆବର୍ଷରେ ଟେଲିକମ କଷ୍ଟମର୍ସକୁ ଲାଗିପାରେ ବଡ ଝଟକା ! ୧୫ରୁ ୨୦ ପ୍ରତିଶତ ବଢିପାରେ ମୋବାଇଲ ଟାରିଫ ପ୍ଲାନ

ଡିସେମ୍ବର ଶେଷ କିମ୍ବା ଜାନୁଆରୀ ପ୍ରଥମରୁ ଟେଲିକମ୍ କମ୍ପାନୀଗୁଡିକ ମୋବାଇଲ୍ ଶୁଳ୍କକୁ ୧୫ରୁ ୨୦ ପ୍ରତିଶତ ବୃଦ୍ଧି କରିପାରିପାରନ୍ତି। କ୍ଷତି ହେତୁ ଟେଲିକମ୍ କମ୍ପାନୀ ଏପରି କରିବାକୁ ବାଧ୍ୟ ହେଉଛନ୍ତି। AGR କାରଣରୁ ଅଧିକାଂଶ ଟେଲିକମ୍ କମ୍ପାନୀ ଏହି ଆର୍ଥିକ ବର୍ଷରେ ବହୁତ କ୍ଷତି…