Browsing Tag

New York

ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଭୟଙ୍କର ଦୁର୍ଘଟଣା, ୪ ଜଣ ଅଗ୍ନିଶମ କର୍ମଚାରୀ ଆହତ

ନୂଆଦିଲ୍ଲୀ: ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଟ୍ରକ ସହ ଧକ୍କା ହେଲା ଏୟାର କାନାଡା ଏକ୍ସପ୍ରେସ ବିମାନ। ଏକ ଅଗ୍ନିଶମ ଗାଡ଼ି ସହିତ ଧକ୍କା ହୋଇଥିବା ଜଣାପଡ଼ିଛି । ବିମାନ ବନ୍ଦରର ରନ ୱେ ନମ୍ବର ୪ରେ ଏ…

ନ୍ୟୁୟର୍କରେ ବଡ଼ ସଡ଼କ ଦୁର୍ଘଟଣା: ଖାତକୁ ଖସିଲା ବସ୍, ୫ ମୃତ

ଶୁକ୍ରବାର ଦିନ ଆମେରିକାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ନାଏଗାରା ଜଳପ୍ରପାତରୁ ନ୍ୟୁୟର୍କ ସହରକୁ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍ ନିୟନ୍ତ୍ରଣ ହରାଇ ଏକ ଖାତକୁ ଖସି ପଡ଼ିଲା । ବସରେ ମୋଟ ୫୪ ଜଣ ଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ ବସରେ ଥିବା ୫ ଜଣ ଯାତ୍ରୀଙ୍କ ମୃତ୍ୟୁ…

ନ୍ୟୁୟର୍କର ବ୍ରୁକଲିନ୍ ବ୍ରିଜକୁ ଧକ୍କା ଦେଲା ମାକ୍ସିନ ନୌସେନା ଜାହାଜ, ୨ ମୃତ ୧୯ ଆହତ

ନ୍ୟୁୟର୍କର ବ୍ରୁକଲିନ୍ ବ୍ରିଜକୁ ଧକ୍କା ଦେଲା ମାକ୍ସିନ ନୌସେନା ଜାହାଜ । ସେହି ଜାହାଜରେ ଥିବା ୨୭୭ ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଶନିବାର ଦିନ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଏପରି ଅଘଟଣ ଘଟିଥିଲା । ନ୍ୟୁୟର୍କ ସହରର ମେୟର…

ନ୍ୟୁୟର୍କର କୋପାକେ ନିକଟରେ ବିମାନ ଦୁର୍ଘଟଣା, ୧ ମୃତ୍ୟୁ

ଆମେରିକା : ନ୍ୟୁୟର୍କରେ ପୁଣି ଥରେ ଏକ ବିମାନ ଦୁର୍ଘଟଣା ହୋଇଛି ।  ଏକ ରିପୋର୍ଟର ତଥ୍ୟ ଅନୁସାରେ ନ୍ୟୁୟର୍କରେ  କୋପାକେ ସହର ନିକଟସ୍ଥ ଏକ କ୍ଷେତରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।  ଏହି ବିମାନ ଦୁର୍ଘଟଣାରେ କେତେ ଲୋକ ଆହତ ହୋଇଛନ୍ତି ତାହା…

୫୨ କୋଟିରେ ବିକ୍ରି ହେଲା କାନ୍ଥରେ ଲାଗାହୋଇଥିବା ଏକ କଦଳୀ, ଜାଣନ୍ତୁ କାହିଁକି ରହିଛି ଏତେ ଦାମ୍…

ଆମେରିକାର ନ୍ୟୁୟର୍କରେ ହୋଇଥିବା ଏକ ନିଲାମୀ ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହିଛି । ଟେପ୍‌ରେ ଲାଗିଥିବା ଏକ କଦଳୀ ପାଇଁ ଏଠାରେ ଏକ ନିଲାମୀ ରଖାଯାଇଥିଲା । ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲା । ଏଥିପାଇଁ ଲୋକେ କୋଟି କୋଟି ଟଙ୍କା ନିବେଶ କରିବାକୁ ପଛାଇ…

‘ଆମେରିକା-ଭାରତ ବିଶ୍ୱର ନୂଆ AI ଶକ୍ତି’: ନ୍ୟୁୟର୍କରେ ଭାରତୀୟଙ୍କୁ କହିଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କର ନାସାଉ କୋଲେଜିୟମରେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ସେ ଲୋକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ 'ବିଶ୍ୱ ପାଇଁ AI ର ଅର୍ଥ ହେଉଛି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ, କିନ୍ତୁ ମୁଁ ମାନୁଛି କି, AI ର ଅର୍ଥ…

‘ମୋଦି ଆଣ୍ଡ ୟୁଏସ୍‌’ କାର୍ଯ୍ୟକ୍ରମ: ପ୍ରଧାନମନ୍ତ୍ରୀ ମୋଦି ରାପର ହନୁମାନକାଇଣ୍ଡ ଓ ଖଲାସି ଫେମ୍‌ ଆଦିତ୍ୟ ଗଢ଼ବିଙ୍କୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୨ରେ ନ୍ୟୁୟର୍କର ଲଙ୍ଗ୍‌ ଆଇଲାଣ୍ଡର ନାସାଉ କୋଲିଗିୟମ୍‌ଠାରେ ଆୟୋଜିତ ‘ମୋଦି ଆଣ୍ଡ ୟୁଏସ୍‌’ କାର୍ଯ୍ୟକ୍ରମରେ ରାପର ହନୁମାନକାଇଣ୍ଡଙ୍କୁ ଭେଟିଛନ୍ତି । ମୋଦିଙ୍କର ତ୍ରିଦିବସୀୟ ଯାତ୍ରା ସମୟରେ ଏହି ସାକ୍ଷାତ ହୋଇଛି । ପିଏମ୍‌ ମୋଦି ଏହି…

ଟି୨୦ ବିଶ୍ୱକପ ୨୦୨୪: ଭଙ୍ଗାଗଲା ନାସାଉ କାଉଣ୍ଟି ଷ୍ଟାଡିୟମ, ଖର୍ଚ୍ଚ ହୋଇଥିଲା ୨୫୦ କୋଟି

ଟି-୨୦ ବିଶ୍ୱକପରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମ । ମାତ୍ର ୩ ମାସରେ ତିଆରି ହୋଇଥିବା ଷ୍ଟାଡିୟମ ଏବେ ଭଙ୍ଗାଯିବା ଆରମ୍ଭ ହୋଇଛି । ଷ୍ଟାଡିୟମକୁ ମାତ୍ର ୧୦୬ ଦିନରେ ନିର୍ମାଣ କରାଯାଇଥିଲା । ଏଥିପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ…

‘All The Best Team BLUE’ ଫ୍ୟାନ୍ସ ଜଣାଇଲେ ଶୁଭେଚ୍ଛା ; ବିସିସିଆଇ ସେୟାର କଲା ଭିଡିଓ

ଆଇପିଏଲ୍‌ ୨୦୨୪ ଫାଇନାଲ ସରିବା ପରେ ଏବେ ଟି୨୦ ବିଶ୍ୱକପକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଟି୨୦ ବିଶ୍ୱକପ ଖେଳିବା ପାଇଁ ଭାରତୀୟ ଟିମ୍‌ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ୨୦୦୭ ପରେ ଟି୨୦ ବିଶ୍ୱକପ ଉପରେ ଭାରତର ନଜର ରହିଛି । ୨୦୧୩ ପରେ ଭାରତୀୟ କୌଣସି ଆଇସିସି ଟ୍ରଫି…

ଲୋକପ୍ରିୟ ଡିଜେ ମିଷ୍ଟର ସିଙ୍କ ପରଲୋକ, ହିପ୍‌-ହପ୍‌ ସଂସ୍କୃତିକୁ ଦେଇଥିଲେ ଭିନ୍ନ ପରିଚୟ

ନ୍ୟୁୟର୍କ ସହରର ଲୋକପ୍ରିୟ ଡିଜେ ମିଷ୍ଟର ସିଙ୍କ ୫୭ ବର୍ଷ ବୟସରେ ପରଲୋକ ହୋଇଛି । ମିଷ୍ଟର ସି ନ୍ୟୁୟର୍କରେ ହିପ-ହପ୍‌ କଲଚରକୁ ବୃଦ୍ଧି କରିବାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ତାଙ୍କ ମୃତ୍ୟୁ ଖବର ରେଡିଓ ଷ୍ଟେସନ ହଟ୍‌-୯୭ ପକ୍ଷରୁ ମିଳିଛି । ତେବେ ତାଙ୍କ ମୃତ୍ୟୁ କେମିତି ହୋଇଛି,…

ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ ଟ୍ରଫି ଉନ୍ମୋଚିତ, ନ୍ୟୁୟର୍କର ଏମ୍ପାୟର ଷ୍ଟେଟ ବିଲିଡିଂରେ ହେଲା ଲଞ୍ଚ

ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ଟ୍ରଫିକୁ ଉନ୍ମୋଚନ କରିଛନ୍ତି କ୍ରିସ ଗିଲ୍‌ ଏବଂ ୟୁଏସଏ ବୋଲର ଅଲ୍ଲୀ ଖାନ । ନ୍ୟୁୟର୍କର ଏମ୍ପାୟର ଷ୍ଟେଟ ବିଲିଡିଂରେ ଟ୍ରଫିକୁ ଲଞ୍ଚ କରାଯାଇଛି । ପୁରୁଷ ଟି-୨୦ ବିଶ୍ୱକପ ଜୁନ୍‌ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୟୁଏସଏ ଏବଂ ୱେଷ୍ଟଇଣ୍ଡିଜ ଆୟୋଜନ କରୁଛି…

ଦବୁଛି ଆମେରିକାର ନ୍ୟୁୟର୍କ ସହର, ନାସା ଅଧ୍ୟୟନରୁ ପଡିଲା ଜଣା

ନିଶ୍ଚିହ୍ନ ହୋଇଯିବ କି ନ୍ୟୁ ୟର୍କ ? ଦବୁଛି ଆମେରିକାର ନ୍ୟୁୟର୍କ ସହର । ନାସା ଅଧ୍ୟୟନରୁ ଏହା ଜଣାପଡ଼ିଛି। ରିମୋଟ ସେନସିଙ୍ଗ ଟେକନିକ ବ୍ୟବହାର କରି ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ନ୍ୟୁୟର୍କ ସହର ଦବିବାରେ ଲାଗିଛି। ନାସାର ଜେଟ ପ୍ରପଲସନ ଲାବୋରଟୋରୀ ଓ ରଟଗର୍ସ ୟୁନିଭର୍ସିଟି ମିଳିତ ଭାବେ…