ସହଜରେ ଭାରତକୁ ହରାଇ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ ଜିତିଲା ନ୍ୟୁଜିଲାଣ୍ଡ, ଟିମ ଇଣ୍ଡିଆ ୮ ଓ୍ଵିକେଟ୍ରେ ପରାସ୍ତ
ଲଣ୍ଡନ : ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ ଫାଇନାଲ୍ରେ ଭାରତକୁ ହରାଇ ଚାମ୍ପିଅନ ହୋଇଛି ନ୍ୟୁଜିଲାଣ୍ଡ । ଆଜି ସାଉଥମ୍ପଟନ ଠାରେ ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ୮ ଓ୍ଵିକେଟ୍ରେ ବିଜୟୀ ହୋଇ ବିଶ୍ୱରେ ବେଷ୍ଟ ବୋଲି ପ୍ରମାଣିତ କରିଛି । ଯେମିସନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି
ଜିତିବା…