ନ୍ୟୁଜଲ୍ୟାଣ୍ଡରେ ସିଗାରେଟ ଉପରେ ଲାଗିଲା ଲାଇଫଟାଇମ ବ୍ୟାନ୍, ଆଉ କେବେ ବି ପିଇପାରିବେ ନାହିଁ ସିଗାରେଟ୍
େଓ୍ଵଲିଂଟନ : ସିଗାରେଟ୍ ବା ଧୂମପାନ ଏବେ ଯୁବା ପିଢ଼ିଙ୍କ ପାଇଁ ବିପଦଜନକ ହୋଇପଡ଼ିଛି । ଏହାଦ୍ୱାରା ଅତି ଅଳ୍ପ ବୟସରେ ଯୁବକମାନେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ବିଶ୍ୱରେ ଅଧିକାଂଶ ରୋଗ ଏବେ ଧୂମାପାନ କାରଣରୁ ହେଉଛି । ଯେତେ ସଚେତନ କରାଗଲା ପରେ ବି ଲୋକେ ଧୂମପାନରୁ ବିରତ ହେଉନାହାଁନ୍ତି ।…