Browsing Tag

new zealand

ନ୍ୟୁଜିଲାଣ୍ଡରେ ହଷ୍ଟେଲରେ ଅଗ୍ନିକାଣ୍ଡ: ୧୦ ଅନ୍ତେବାସୀଙ୍କ ମୃତ୍ୟୁ, ୨୦ ଜଣଙ୍କ ମିଳୁନି ପତ୍ତା

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡରେ ହଷ୍ଟେଲରେ ଅଗ୍ନିକାଣ୍ଡ, ୧୦ ମୃତ । ନ୍ୟୁଜିଲ୍ୟାଣ୍ଡର ରାଜଧାନୀ ୱେଲିଂଟନସ୍ଥିତ ଏକ ଚାରି ମହଲା ହଷ୍ଟେଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ବଢିବାରେ ମୃତ୍ୟୁସଂଖ୍ୟା । ୱେଲିଂଟନସ୍ଥିତ ୪ ମହଲା ହଷ୍ଟେଲରେ ପ୍ରାୟ…

ନ୍ୟୁଜିଲାଣ୍ଡରେ ପ୍ରବଳ ପବନ ବର୍ଷା ଜାରି : ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡକୁ ବାତ୍ୟା ଗେବ୍ରିୟଲ ଭୟ । ଆଗକୁ ବଢ଼ିବା ସହ ସାମୁଦ୍ରିକ ଝଡ଼ ପ୍ରକୋପ ଦେଖାଉଛି । ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପ ଆଡକୁ ବଢୁଛି ବାତ୍ୟା ଗେବ୍ରିୟଲ । ଅକଲାଣ୍ଡ ଓ ଆଖାପାଖ ଅଞ୍ଚଳରେ ହିଟ୍‌ କରିପାରେ ସାମୁଦ୍ରିକ ବାତ୍ୟା । ଏହାର ପ୍ରକୋପକୁ ଦୃଷ୍ଟିରେ ରଖି…

ନ୍ୟୁଜିଲାଣ୍ଡ ଘୋଷଣା କଲା ଟି-ଟ୍ୱେଣ୍ଟି ବିଶ୍ୱ କପ୍ ଟିମ୍ , ସପ୍ତମ ଥର ପାଇଁ ଓ୍ୱାର୍ଲଡ୍‌ କପ୍ ଖେଳିବେ ମାର୍ଟିନ…

କେନ୍ୟୁଜ୍: ଏଥର ଅକ୍ଟୋବର ୧୬ରୁ ଆରମ୍ଭ ହେଉଛି ଟି-ଟ୍ୱେଣ୍ଟି ବିଶ୍ୱକପ୍। ଏହାରି ଭିତରେ ନ୍ଯୁଜିଲାଣ୍ଡ ତାର ଦଳ ଘୋଷଣା କରିଛି। ଦଳରେ ପୂର୍ବ ବିଶ୍ୱକପ ଖେଳିବା ଥିବା ଟିମ୍‌ରେ ବିଶେଷ ଅଦଳ ବଦଳ ହୋଇନାହିଁ। ଟିମରେ ୩୫ ବର୍ଷୀୟ ମାର୍ଟିନ ଗପଟିଲ୍‌୍‌ଙ୍କୁ ବି ସ୍ଥାନ ମିଳିଛି । ମାର୍ଟିନ ଏଥର…

ଯୁବତୀଙ୍କ ଶରୀରରେ ଡାକ୍ତର ଲଗାଇ ଦେଲେ ଓଲଟା ଗୋଡ଼! ଚାଲିବା ପାଇଁ ପ୍ଲାଷ୍ଟିକ୍‌ ଲେଗ୍‌ର ନେଉଛନ୍ତି ସାହାରା; ଜାଣନ୍ତୁ…

ଅନେକ ସମୟରେ ମଣିଷ ନିଜ ଶରୀରକୁ ଅଣଦେଖା କରିଥାଏ। କିନ୍ତୁ ଯେତେବେଳେ କୌଣସି ଗମ୍ଭୀର ରୋଗ ମାଡ଼ି ବସେ, ସେତେବେଳେ ସେ ଏହାର ଗୁରୁତ୍ୱ ବୁଝିଥାଏ। ଯଦି ଶରୀରର କୌଣସି ଗୋଟିଏ ଅଙ୍ଗକୁ ବାହାର କରି ଦିଆଯାଏ କିମ୍ବା ଏହାକୁ ଭିନ୍ନ ଢଙ୍ଗରେ ଶରୀରରେ ଯୋଡ଼ି ଦିଆଯାଏ, ତ ଜଣେ ବ୍ୟକ୍ତି ପୂର୍ବପରି ଜୀବନ…

୨୪ ଘଣ୍ଟା ଭିତରେ ୧୦ ଥର କରୋନା ଟିକା ଲଗାଇଲେ ଜଣେ ବ୍ୟକ୍ତି, ବିଶେଷଜ୍ଞ କହିଲେ- ବିପଦରେ ଜୀବନ!

ନୂଆଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯାହା ବର୍ତ୍ତମାନ ସାରା ବିଶ୍ୱରେ ଅନିଶ୍ଚିତତା ଏବଂ ଭୟ ସୃଷ୍ଟି କରିଛି। ଏହାରି ମଧ୍ୟରେ ଜଣେ ବ୍ୟକ୍ତି କରୋନା ଟିକାକୁ ନେଇ ସମସ୍ତ ସୀମା ଅତିକ୍ରମ କରିଛନ୍ତି । ଘଟଣାଟି ହେଉଛି ନ୍ୟୁଜିଲ୍ୟାଣ୍ଡରେ ଜଣେ ବ୍ୟକ୍ତି ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୦ ଥର…

୨୨ ବର୍ଷ ପରେ ବିରଳ ‘ଟେନ୍‌ କ୍ଲବ୍‌’ରେ ସାମିଲ ହେଲେ ନ୍ୟୁଜିଲାଣ୍ଡ କ୍ରିକେଟର ଏଜାଜ୍‌ ପଟେଲ

କୁହାଯାଏ ରେକର୍ଡ଼ ହୋଇଥାଏ ଭାଙ୍ଗିବା ପାଇଁ । ସେ ଦିନକରେ ହେଉ ଅବା ବର୍ଷ ବର୍ଷ ପରେ । ରେକର୍ଡ଼ କେବେ ଅତୁଟ ରହେ ନାହିଁ । କ୍ରିକେଟ ଇତିହାସରେ ଏମିତି ଏକ ବିରଳ ରେକର୍ଡ କରିଛନ୍ତି ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲ। କମାଲ କରି ଦେଖାଇଛନ୍ତି ଏହି ଭାରତୀୟ ବଂଶୋଭବ ସ୍ପିନର । ଦ୍ୱିତୀୟ ଟେଷ୍ଟର…

ହାର୍ଟ ସର୍ଜରୀ ପରେ ପକ୍ଷାଘାତର ଶିକାର ହେଲେ ନ୍ଯୁଜଲାଣ୍ଡର ପୂର୍ବତନ କ୍ରିକେଟର କ୍ରିସ କ୍ରେନ୍ସ

ନ୍ଯୁଜଲାଣ୍ଡର ପୂର୍ବତନ କ୍ରିକେଟର କ୍ରିସ କ୍ରେନ୍ସ ଙ୍କ ଅବସ୍ଥା ସଙ୍କଟାପନ୍ନ । କିଛିଦିନ ତଳେ ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କ୍ରିସ କେର୍ନସଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯିବାରୁ କାନବେରା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଜୀବନ ସହ ସଂଗ୍ରାମ କରୁଛନ୍ତି ବୋଲି ଖବର…

ଗୋଟିଏ କରୋନା କେସ୍ ଚିହ୍ନଟ ହେବା ପରେ ନ୍ୟୁଜିଲାଣ୍ଡରେ ଲକଡାଉନ ଘୋଷଣା

ପୁଣି ଫେରିଲା ଲକଡାଉନ। ଗୋଟିଏ କରୋନା କେସ ଚିହ୍ନଟ ହେବା ପରେ ନ୍ୟୁଜିଲାଣ୍ଡକୁ ୩ ଦିନ ପାଇଁ ଲକଡାଉନ କରାଯାଇଛି। ଛଅ ମାସ ପରେ ନ୍ୟୁଜିଲାଣ୍ଡରେ କରୋନା କେସ୍‌ ଚିହ୍ନଟ ହୋଇଛି। ଅକଲ୍ୟାଣ୍ଡରେ ବାହାରିଛି ଡେଲ୍ଟା ଭାରିଏଣ୍ଟ। ଏଣୁ ମଙ୍ଗଳବାର ରାତିରୁ ୩ ଦିନ ପାଇଁ ଲକଡାଉନ ଲାଗୁ ହୋଇଛି। ଏଥିସହ…

ନ୍ୟୁଜିଲ୍ୟାଣ୍ଡର ୮୦ ଦଶକର ଟେଷ୍ଟ କ୍ରିକେଟ ହିରୋ ଜନ ଏଫ ରିଡଙ୍କ ପରଲୋକ

ନ୍ୟୁଜିଲ୍ୟାଣ୍ଡର ପୂର୍ବ ଟେଷ୍ଟ ବ୍ଯାଟ୍ସମ୍ଯାନ ଜନ୍ ଏଫ ରିଡଙ୍କ ୬୪ ବର୍ଷରେ ପରଲୋକ ହୋଇଛି। ସେ ଗତ କିଛିଦିନରୁ ରୋଗାକ୍ରାନ୍ତ ଥିଲେ। ବାମହାତୀ ବ୍ଯାଟ୍ସମ୍ଯାନ ନ୍ୟୁଜିଲ୍ୟାଣ୍ଡ ତରଫରୁ ୧୯ ଟେଷ୍ଟ ମ୍ଯାଚରେ ୬ଟି ଶତକ ଲଗାଇଛନ୍ତି। ସେହିପରି ନ୍ୟୁଜିଲ୍ୟାଣ୍ଡ ତରଫରୁ ଟେଷ୍ଟ ଖେଳୁଥିବା ସବୁଠାରୁ…

ନ୍ୟୁଜିଲାଣ୍ଡରେ ଲକ୍‌ଡାଉନ୍‌ ଘୋଷଣା, ୧୦୨ ଦିନ ପରେ ସାମ୍ନାକୁ ଆସିଲା ପ୍ରଥମ କରୋନା ମାମଲା

ସାରା ବିଶ୍ୱରେ କରୋନାର ଆତଙ୍କ ଜାରି ରହିଥିବା ବେଳେ ଦୀର୍ଘ ୩ ମାସ ହେବ ନ୍ୟୁଜିଲାଣ୍ଡରେ ଗୋଟିଏ ବି ମାମଲା ସାମ୍ନାକୁ ଆସିନଥିଲା। ଏବେ ୧୦୨ ଦିନ ପରେ ନ୍ୟୁଜିଲାଣ୍ଡରେ ପୁଣିଥରେ ସଂକ୍ରମଣ ଦେଖାଦେଇଛି। ଗୋଟିଏ ମାମଲା ସାମ୍ନାକୁ ଆସିବା ପରେ ସାରା ଦେଶରେ ପୁଣିଥରେ କଡ଼ା ଲକ୍‌ଡାଉନ୍‌ ଲାଗୁ…

ଏମିତି ସ୍ଥାନ ଯେଉଁଠି ଝିଅମାନେ ସେମାନଙ୍କ ଅନ୍ତଃବସ୍ତ୍ର ଟାଙ୍ଗି ଦିଅନ୍ତି, କାରଣ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

ଅନେକ ସମୟରେ ଆମ୍ଭେ ଏପରି ଘଟଣା ଦେଖିବାକୁ ପାଉ ଯାହା ଅବିଶ୍ୱନୀୟ ହୋଇଥାଏ। କିନ୍ତୁ ଏହା ପଛରେ ଥିବା କାରଣ ମଧ୍ୟ ବେଶ୍‌ ଆଶ୍ଚର୍ଯ୍ୟଜନକ ହୋଇଥାଏ। ଏମିତି ଏକ ସ୍ଥାନ ନ୍ୟୁଜିଲାଣ୍ଡର ସେଣ୍ଟ୍ରାଲ ଓଟେଗା କେରଡୋନାରେ ରହିଛି। ଏହା ଏକ ଟୁରିଷ୍ଟ ସ୍ପଟ। ଏଠାକୁ ଆସି ଯୁବତୀମାନେ ନିଜର ଅନ୍ତଃବସ୍ତ୍ର…

ଟେ୍ଵଣ୍ଟି ୨୦ ସିରିଜ ପରାଜୟର ବଦଲା ଦିନିକିଆରେ ନେଲା ନ୍ୟୁଜିଲାଣ୍ଡ, ଅକଲାଣ୍ଡରେ ଟିମ ଇଣ୍ଡିଆକୁ ୨୨ ରନରେ ହରାଇ ଆଗୁଆ…

କେନ୍ୟୁଜ୍(ବ୍ୟୁରୋ):  ଟେ୍ଵଣ୍ଟି ୨୦ ସିରିଜ ପରାଜୟର ବଦଲା ଦିନିକିଆରେ ନେଲା ନ୍ୟୁଜିଲାଣ୍ଡ । ଅକଲାଣ୍ଡରେ ଟିମ ଇଣ୍ଡିଆକୁ ୨୨ ରନରେ ହରାଇ ଆଗୁଆ ସିରିଜ କବଜା କରିଛି କ୍ୱିଓ୍ଵି ଟିମ । ୨୭୪ ରନ ଟାର୍ଗେଟକୁ ପିଛା କରୁଥିବା ବିରାଟ ଆଣ୍ଡ କୋ ୨୫୧ ରନ କରି ଅଲଆଉଟ ହୋଇଛି । ୯୬ ରନରେ ୫ଟି ଓ୍ଵିକେଟ…