Browsing Tag

new zealand

ଦିନେ ଯିଏ ଟ୍ରକ ଚଳାଇ ପେଟ ପୋଷୁଥିଲେ, ଆଜି ସେ ନ୍ୟୁଜିଲାଣ୍ଡର ସବୁଠାରୁ ଧନୀ ବ୍ୟକ୍ତି; ଜାଣନ୍ତୁ ସେ କିଏ

ଭାଗ୍ୟ କେତେବେଳେ କାହା ସାଥ୍‌ ଦେବ ତାହା କେହି ଜାଣନ୍ତି ନାହିଁ। ଭାଗ୍ୟ ଖରାପ ଥିଲେ ରାଜା ବି ଭିକାରୀ ହୋଇଯାଏ ଓ ଭାଗ୍ୟ ଭଲ ଥିଲେ ରାସ୍ତା କଡ଼ର ଭିକାରୀ ମଧ୍ୟ ରାଜଉଆସର ରାଜା ପାଲଟିଯାଏ। ନ୍ୟୁଜିଲାଣ୍ଡର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଭାଗ୍ୟ ସେହିଭଳି ପରିବର୍ତ୍ତନ ହୋଇଥିଲା।…

ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ମୁହଁରେ ଭାରତର ଜୟଗାନ, ଥରେ ଦେଖନ୍ତୁ ଏହି ଭିଡିଓ

ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ମୁହଁରେ ଭାରତର ଜୟଗାନ। ହାମିଲଟନ୍ ଟ୍ବେଣ୍ଟି-୨୦ରେ ଭାରତର ସନଦାର ପ୍ରଦର୍ଶନ ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ମନ ମୋହିନେଇଥିଲା। ଭାରତୀୟ ଖେଳାଳିଙ୍କ ଲଢ଼ୁଆ ମନୋଭାବରେ ପ୍ରଭାବିତ ହୋଇ ଜଣେ ନ୍ୟୁଜିଲାଣ୍ଡ ପ୍ରଶଂସକ ‘ଭାରତ ମାତା କି ଜୟ’ ସ୍ଲୋଗାନ୍ ଦେଇଥିଲେ । ଯାହାର…

୧୯୮୬ରେ ହ୍ୟାଣ୍ଡ ଅଫ୍ ଗଡ୍ ପାଇଁ ବିଶ୍ବକପ୍ ହାରିଥିଲା ଇଂଲଣ୍ଡ, କିନ୍ତୁ ୨୦୧୯ରେ ସେହି ହ୍ୟାଣ୍ଡ ଅଫ୍ ଗଡ୍ ପାଇଁ ହେଲା…

ଫୁଟବଲ ଇତିହାସରେ ଯେବେ ବି ସବୁଠାରୁ ବିବାଦୀୟ ଗୋଲ୍ ବିଷୟରେ କଥା ଉଠେ ସେତେବେଳେ ୧୯୮୬ର ଫୁଟବଲ୍ ବିଶ୍ବକପ୍ କଥା ଆପେ ଆପେ ଚାଲିଆସେ । ଏହି ବିଶ୍ବକପର ସେମିଫାଇନାଲରେ ଇଂଲଣ୍ଡକୁ ୨-୧ ରେ ହରାଇଥିଲା ଆର୍ଜେଣ୍ଟିନା । ତେବେ ଏହି ମୁକାବିଲାରେ ସବୁଠାରୁ ଚର୍ଚ୍ଚିତ ଥିଲା ମାରାଡୋନାଙ୍କ ୨ଟି ଗୋଲ୍।…

ବିଶ୍ବକପ୍ ହାରିବା ଟିମକୁ ମିଳିଥାଏ କେତେ ଟଙ୍କା ? ବିଜେତାକୁ ବି ମିଳେ ନାହିଁ ଟ୍ରଫି . . . ଅଜବ ଏ ଆଇସିସି ନିୟମ

କିଏ ହେବ ବିଶ୍ୱକପ୍ ଚାମ୍ପିଅନ୍? ନୂଆ ବିଜେତା ଦେଖିବ ସାରା ବିଶ୍ୱ। ଆଜି କ୍ରିକେଟର ମକ୍କା ଲର୍ଡସରେ ଦର୍ଶନ ଦେଖିବେ ୨୦୧୯ ବିଶ୍ୱକପର ଫାଇନାଲ୍ ମୁକାବିଲା। ଟାଇଟଲ୍ ପାଇଁ ଲଢ଼ିବେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ଯିଏ ଜିତିବ ପ୍ରଥମ ଥର ହେବ କ୍ରିକେଟ ବିଶ୍ୱବିଜେତା । ବିଶ୍ୱବିଜୟୀ ହେବା…

ପରାଜୟ ନେଉଛି ପ୍ରଶଂସକଙ୍କ ପ୍ରାଣ, ବିଶ୍ବକପ୍ ଆଶା ମଉଳିବା ପରେ ଜୀବନ ହାରୁଛନ୍ତି ଲୋକ

ମଉଳି ଗଲା ବିଶ୍ବକପ୍ ଆଶା । ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ ପରାସ୍ତ ହେଲା ଟିମ୍ ଇଣ୍ଡିଆ । ବିରାଟ ବାହିନୀର ଏହି ପରାଜୟ ପରେ ସଦମାରେ ପୁରା ଦେଶ । ତେବେ ଭାରତର ଏହି ପରାଜୟକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ପ୍ରଶଂସକ । ଆଉ ମର୍ମାହତ ହୋଇ କେହି ବିଷ ପିଉଛି ତ ଆଉ କିଏ ହାର୍ଟ ଆଟାକାର…

ଯେଉଁ ବଲରେ ଆଉଟ୍ ହୋଇଥିଲେ ଧୋନୀ ତାହା ଥିଲା ନୋ ବଲ୍, ଅମ୍ପାୟାରଙ୍କ ନିଷ୍ପତ୍ତିରେ କ୍ଷୁବ୍ଧ ପ୍ରଶଂସକ

ବିଶ୍ୱକପରୁ ବିଦା ହୋଇଛି ବିରାଟ ବାହିନୀ ।  ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ଫାଇନାଲ ଆଶାକୁ ଧୂଳିସାତ କରିଛି ଟିମ୍ ଇଣ୍ଡିଆ । ଲକ୍ଷ୍ୟ ବେଶି ବଡ଼ ନଥିଲା । ହେଲେ ଲଢ଼େଇ କରିଥିଲେ ମଧ୍ୟ ପାଖାପାଖି ଯାଇ ମାତ୍ର ୧୮ ରନ୍‌ରେ ହାରିଗଲା ଭାରତ । ଯାହା ଆଦୌ ଆଶା କରାଯାଉ ନଥିଲା ତାହା କରି…

ମ୍ୟାଚ୍ ଜିତିଲା ପାକ୍ କିନ୍ତୁ ମନ ଜିତିଲେ ପ୍ରଶଂସକ, ଷ୍ଟାଡିୟମରେ ପଡିଥିବା ମଇଳା ସଫା କଲେ ପାକିସ୍ତାନୀ

ଭାରତଠୁ ହାରିବା ପରେ ପାକିସ୍ତାନ ଟିମ୍ ଏବଂ ତାଙ୍କ ପ୍ରଶଂସକଙ୍କୁ ଖୁବ୍ ଟ୍ରୋଲ୍ କରିଥିଲା ସୋସିଆଲ୍ ମିଡିଆ । ମ୍ୟାଚ୍ ପରେ କେହି ଫ୍ୟାନ୍ କାନ୍ଦୁଥିବାର ତ କେହି ଟିଭି ଭାଙ୍ଗୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ତେବେ ଏସବୁ ମଧ୍ୟରେ ଆଉ ଏକ ଭିଡିଓ ଆସିଛି ସାମ୍ନାକୁ । ଯାହାକୁ ଦେଖିବା ପରେ…

ବିଶ୍ୱକପ୍‌ : ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ, ୧୬ ଓଭରରେ ୬୮/୩

ଲର୍ଡସ୍‌ : ବିଶ୍ୱକପ୍‌ରେ ଆଜି ଦୁଇଟି ମ୍ୟାଚ୍‌ ଖେଳା ଯାଉଛି । ଲର୍ଡସ ଠାରେ ଖେଳା ଯାଉଥିବା ଏହି ଦିବାରାତ୍ର ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ୧୬ ଓଭରରେ…

ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ମୁକାବିଲାରେ ବାଧକ ସାଜିଛି ବର୍ଷା, ଖରାପ ପାଗ ଯୋଗୁ ଟସ୍‌ରେ ବିଳମ୍ବ

ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ମୁକାବିଲାରେ ବର୍ଷା ସାଜିଛି ବାଧକ। ଖରାପ ପାଗ ଯୋଗୁ ଟସ୍‌ ବିଳମ୍ବ ହୋଇଛି। ନଟିଂହାମ୍‌ରେ ଏବେ ବି ବର୍ଷା ଜାରି ରହିଛି। ପିଚ୍‌କୁ ଘୋଡ଼ାଇ ରଖାଯାଇଛି। ଗତ ଦୁଇ ଦିନ ହେବ ନଟିଂହାମ୍‌ରେ ବର୍ଷା ହେଉଥିବାରୁ ଆଉଟ୍‌ ଫିଲ୍ଡ ବି ଓଦା। ଫଳରେ ଆଜିର ମ୍ୟାଚ୍‌ ଖେଳାଯିବା…

ରଦ୍ଦ ହୋଇପାରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଆଇସିସି ବିଶ୍ବକପ୍ ୨୦୧୯ରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ଦୁଇ ମ୍ୟାଚ ଜିତି ସାରିଛି। ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଏବଂ ଦ୍ବିତୀୟରେ ଅଷ୍ଟ୍ରେଲିଆକୁ ହରାଇ ବିଜୟ ହାସଲ କରିଛି ଭାରତ। ତେବେ ଆସନ୍ତାକାଲି  ଦିନ ଭାରତର ମୁକାବିଲା ନ୍ୟୁଜିଲାଣ୍ଡ ସହ ହେବାକୁ ଯାଉଛି। କିନ୍ତୁ…

ଅନ୍ତିମ ଟି-୨୦ରେ ନ୍ୟୁଜିଲାଣ୍ଡ ଠାରୁ ୪ ରନରେ ହାରିଲା ଭାରତ, ୨-୧ରେ ସିରିଜ କବ୍‌ଜା କଲା କ୍ୱିଓ୍ଵି ଟିମ୍

ନ୍ୟୁଜିଲାଣ୍ଡ ମାଟିରେ ଟିମ ଇଣ୍ଡିଆର ଟି-୨୦  ସିରଜ ବିଜୟ ଆଶା ଧୂଳିସାତ୍‌ । ହାମିଲଟନ ସେଡାନପାର୍କର ଶେଷ ଦିନିକିଆରେ ବାଜି ମାରିଛି କ୍ୱିଓ୍ଵି ଟିମ୍‌ । ରୋମାଞ୍ଚକର ମ୍ୟାଚରେ ୪ ରନରେ ପରାସ୍ତ ହୋଇଛି । ଏଥିସହ ୩ ଟିକିଆ ସିରିଜକୁ ୨-୧ରେ କବ୍‌ଜା କରିଛି ନ୍ୟୁଜିଲାଣ୍ଡ । ୨୧୩ ରନ ଟାର୍ଗେଟକୁ…

ପଞ୍ଚମ ତଥା ଅନ୍ତିମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୩୫ ରନରେ ହରାଇ ଭାରତ ବିଜୟୀ

ୱେଲିଂଟନ୍ : ଶେଷ ମ୍ୟାଚ୍‌ ସହ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ । ୱେଲିଂଟନରେ ଭାରତ ଠାରୁ ୩୫ ରନରେ ପରାସ୍ତ ହୋଇଛି କିଓ୍ଵି ବାହିନୀ । ଏଥିସହ ୫ ଟିକିଆ ସିରିଜକୁ ମେନ ଇନ ବ୍ଲୁ ୪-୧ରେ କବଜା କରିଛି । ଭାରତର ୨୫୩ ରନ୍‌ ଟାର୍ଗେଟ୍‌କୁ ପିଛା କରୁଥିବା ଘରୋଇ ଦଳ…