Browsing Tag

newborn girl rescued

ଅନୁଗୁଳ ମଇଧରପୁର ଉପରସାହିରେ ଅଭବାନୀୟ ଘଟଣା, ପରିତ୍ୟକ୍ତ ସ୍ଥାନରେ ଦୁଇଟି ନବଜାତ ଶିଶୁ କନ୍ୟାଙ୍କ ମୃତଦେହ ଠାବ

ଅନୁଗୁଳ: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଅନୁଗୁଳ ମଇଧରପୁର ଉପରସାହିରେ ଅଭବାନୀୟ ଘଟଣା । ଏକ ପରିତ୍ୟକ୍ତ ସ୍ଥାନରେ ଦୁଇଟି ନବଜାତ ଶିଶୁ କନ୍ୟାଙ୍କ ମୃତଦେହ ଠାବ ହୋଇଛି । କେହି ଏମାନଙ୍କୁ ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ ହେଉଛି । ଆଜି ସକାଳ ସମୟରେ କିଛି ଲୋକ ସେହି ରାସ୍ତା ଦେଇ…

ମୟୁରଭଞ୍ଜ: ପୁଣି ଅଲୋଡା ଶିଶୁକନ୍ୟା, ଜଙ୍ଗଲ ଭିତରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ

ମୟୁରଭଞ୍ଜ(କେନ୍ୟୁଜ୍): ପୁଣି ଅଲୋଡା ଶିଶୁକନ୍ୟା। ଜଙ୍ଗଲ ଭିତରୁ ମିଳିଲା ନବଜାତ। ମୟୁରଭଞ୍ଜ ରରୁଆଁ ଥାନା ସିଙ୍ଗଡ଼ା ଜଙ୍ଗଲରୁ ନବଜାତ ଉଦ୍ଧାର କରାଯାଇଛି। ଜଙ୍ଗଲ ଭିତରେ ଶିଶୁଟିର କାନ୍ଦ ଶୁଣିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଏହାପରେ ସିଙ୍ଗଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶିଟିକୁ…