ଅନୁଗୁଳ ମଇଧରପୁର ଉପରସାହିରେ ଅଭବାନୀୟ ଘଟଣା, ପରିତ୍ୟକ୍ତ ସ୍ଥାନରେ ଦୁଇଟି ନବଜାତ ଶିଶୁ କନ୍ୟାଙ୍କ ମୃତଦେହ ଠାବ
ଅନୁଗୁଳ: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଅନୁଗୁଳ ମଇଧରପୁର ଉପରସାହିରେ ଅଭବାନୀୟ ଘଟଣା । ଏକ ପରିତ୍ୟକ୍ତ ସ୍ଥାନରେ ଦୁଇଟି ନବଜାତ ଶିଶୁ କନ୍ୟାଙ୍କ ମୃତଦେହ ଠାବ ହୋଇଛି । କେହି ଏମାନଙ୍କୁ ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ ହେଉଛି । ଆଜି ସକାଳ ସମୟରେ କିଛି ଲୋକ ସେହି ରାସ୍ତା ଦେଇ…