Browsing Tag

newdelhi

ନକଲି ଡାକ୍ତର ଅସଲି ଅପରେସନ୍, ଭୁଲ ଅପରେସନ କରି ନେଇଗଲେ ରୋଗୀର ଜୀବନ

ନୂଆଦିଲ୍ଲୀ : ନକଲି ଡାକ୍ତରଙ୍କ ଅସଲି ଅପରେସନ୍ । ରାଜଧାନୀର ମୁନ୍ନା ଭାଇ ଏମ୍ବିବିଏସ୍ । ଅସ୍ତ୍ରୋପଚାର କରି ରୋଗୀର ନେଇଗଲେ ଜୀବନ। ଏଭଳି ସାଂଘାତିକ୍ ଅଭିଯୋଗ ଆସିଛି ଖୋଦ୍ ରାଜଧାନୀରୁ । ଜଣେ ରୋଗୀର ଜୀବନ ଯାଇଥିବା ବେଳେ ତାଙ୍କ ପରିବାର ଲୋକ ଡାକ୍ତରଙ୍କ ନାଁରେ ଆଣିଥିଲେ ଅଭିଯୋଗ। ଆଉ…

ସୁପ୍ରିମକୋର୍ଟଙ୍କ ନିର୍ଦେଶ: ହ୍ବାଟ୍‌ସଆପ୍‌ ମେସେଜ୍‌କୁ ପ୍ରମାଣ ଭାବେ ନିଆଯାଇ ପାରିବ ନାହିଁ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ହ୍ବାଟ୍‌ସଆପ୍‌ରେ ଆଦାନପ୍ରଦାନ କରାଯାଉଥିବା ମେସେଜ୍‌ ର କୌଣସି ପ୍ରମାଣଗତ ମୂଲ୍ୟ ଅଦାଲତ ପାଇଁ ନାହିଁ। ଏହି ବାର୍ତ୍ତା ପଠାଇଥିବା ବ୍ୟକ୍ତିଙ୍କୁ ଏଥିପାଇଁ ଦାୟୀ କରାଯାଇ ପାରିବ ନାହିଁ। ବିଶେଷକରି ରାଜିନାମା ଅନୁଯାୟୀ ହୋଇଥିବା ଭାଗିଦାରୀ ବ୍ୟବସାୟ ପାଇଁ…

କେଜ୍ରିୱାଲଙ୍କ ବଡ଼ ଘୋଷଣା, ଦିଲ୍ଲୀରେ ୨୦୦ ୟୁନିଟ୍ ଯାଏ ବିଜୁଳି ବିଲ୍ ମାଫ୍

ପ୍ରଥମେ ଅଧା ଏବେ ପୁରା । କେଜ୍ରିୱାଲଙ୍କ ମାଷ୍ଟରଷ୍ଟ୍ରୋକ୍ । ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏଣିକି ଦିଲ୍ଲୀବାସୀଙ୍କୁ ଦେବାକୁ ପଡିନପାରେ ବିଜୁଳି ବିଲ୍ । କାରଣ ୨୦୦ ୟୁନିଟ୍ ଯାଏ ବିଜୁଳି ବିଲ୍ ସମ୍ପୂର୍ଣ୍ଣ ମାଗଣା ଦେବ ଦିଲ୍ଲୀ ସରକାର । ଯଦି କୌଣସି ଉପଭୋକ୍ତାଙ୍କ ମାସିକ…