ହେ ଭଗବାନ ! ସ୍ୱାମୀକୁ ଭାଗ କଲେ ସ୍ତ୍ରୀ, ଏବେ ଉଭୟ ପତ୍ନୀଙ୍କ ସହ ରହିବେ ୧୫-୧୫ ଦିନ
ଜମିବାଡ଼ି, ଘର ଆଦି ଭାଗ ହେବା ତ ଆମେ ଶୁଣିଛେ। କିନ୍ତୁ କେବେ ସ୍ୱାମୀ ଭାଗ ହେବା କଥା ବୋଧେ କେହି ଶୁଣିନଥିବେ। କିନ୍ତୁ ବିହାରରେ ଏବେ ୨ ସ୍ତ୍ରୀଙ୍କ ମଧ୍ୟରେ ସ୍ୱାମୀ ଭାଗ ହୋଇଥିବା ଖବର ସାମ୍ନାକୁ ଆସିଛି। ଠିକ୍ ବଲିଉଡ୍ ଫିଲ୍ମ ଜୁଦାଇ ଭଳି। ଜୁଦାଇରେ ଯେମିତି ଦୁଇ ପତ୍ନୀ ଶ୍ରୀଦେବୀ ଓ…