ବିଶ୍ୱରେ ଥିଲା ଆଉ ଏକ ମଣିଷ ପ୍ରଜାତି, ଫିଲିପାଇନ୍ସର ଏକ ଗୁମ୍ଫାରୁ ମିଳିଲା ଅବଶେଷ
ବୈଜ୍ଞାନକିମାନେ ମାନବ ଜାତିର ଆଉ ଏକ ପ୍ରଜାତିର ସନ୍ଧାନ ପାଇଛନ୍ତି । ଫିଲିପାଇନ୍ସର ଏକ ଗୁମ୍ଫାରେ ଏହି ନୂଆ ପ୍ରଜାତିର ଅବଶେଷ ମିଳିଛି। ବିଲୁପ୍ତ ହୋଇଯାଇଥିବା ଏହି ନୂତନ ପ୍ରଜାତିର ଅବଶେଷ ଫିଲିପାଇନ୍ସର ସବୁଠାରୁ ବଡ଼ ଦ୍ବୀପ ଲୁଜୋନରୁ ମିଳିଛି। ତେଣୁ ଏହି ମାନବ ପ୍ରଜାତିର ନାମ ହୋମୋ…