ଥଣ୍ଡା ଏବଂ ମୁଣ୍ଡବ୍ୟଥା ବି ହୋଇପାରେ କରୋନା, ଆମେରିକା ହେଲ୍ଥ ଏଜେନ୍ସି ଜଣାଇଲା ଆଉ ଛଅ ନୂଆ ଲକ୍ଷଣ
କରୋନା ଭାଇରସ ଦୁନିଆର ପ୍ରଥମ ଭାଇରସ ଯାହା ବିଷୟରେ କରାଯାଉଥିବା ରିସର୍ଚ୍ଚ ଧୀରେ ଧୀରେ ଭୁଲ ପ୍ରମାଣିତ ହେବାରେ ଲାଗିଛି। କରୋନାକୁ ନେଇ ଏବେ ବି କୌଣସି ସଠିକ ତଥ୍ୟ ମିଳିପାରିନାହିଁ। ଏପରି ହେବାର ସବୁଠାରୁ ବଡ କାରଣ ହେଉଛି ସମୟ ସହିତ କରୋନାର ରୂପ ମଧ୍ୟ ପରିବର୍ତ୍ତନ ହେଉଛି ଏବଂ ଏହା ସହିତ…