ଆଉ ନାହାନ୍ତି ନ୍ୟୁଜିଲାଣ୍ଡର ଏହି ଲୋକପ୍ରିୟ କ୍ରିକେଟର, ତାଙ୍କ ନେତୃତ୍ୱରେ ପାକିସ୍ତାନ ଠାରୁ ପ୍ରଥମ ଟେଷ୍ଟ ମ୍ୟାଚ…
ନ୍ୟୁଜିଲାଣ୍ଡର ପୂର୍ବତନ ଟେଷ୍ଟ କ୍ରିକେଟର, ଶିକ୍ଷକ, ଲେଖକ ବ୍ରୁସ ଆଲେକ୍ସଜାଣ୍ଡର ଗ୍ରେନଫଲ୍ ମୁରେଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ବୟସ ୮୨ ବର୍ଷ ହୋଇଥିଲା । ୧୦ ଜାନୁଆରୀ ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କ୍ରିକେଟ ଜବତରେ ବ୍ରୁସ ମୁରେ ନାମରେ ବେଶ୍ ପରିଚିତ…