ଶେଷ ସମୟରେ ବି ମା’ ମୁହଁରେ ନିଆଁ ଦେଲାନି ପୁଅ, କିନ୍ତୁ ଶହ ଶହ ପୁଅ ଝିଅ ବୋହୂ କଲେ ତାଙ୍କ ଅନ୍ତିମ ସଂସ୍କାର
ମା’ ପୁଅ ଏ ଶବ୍ଦ ଯେମିତି… ସମ୍ପର୍କ ବି ଠିକ୍ ସେମିତି ମଧୁର । ଶ୍ରଦ୍ଧାରେ ମା’ ପୁଅକୁ ବାବୁ, ଧନ ବୋଲି ଡାକିଥାଏ । କାରଣ ମା’ ପାଇଁ ତା ପୁଅ ହିଁ ତାର ଧନ ସମ୍ପତ୍ତି । ସେ ଭଲଭାବେ ବୁଝିଥାଏ ସ୍ବାମୀ ଚାଲିଯିବା ପରେ ଏ ଦୁନିଆରେ ବଞ୍ଚିବା ପାଇଁ କିଏ ଯଦି ସାହାରା ଥାଏ ସେ ହେଉଛି ପୁଅ ।…