ଖାଲିପଡିଛି ୨୮୫୦ ଟି କମ୍ଯୁନିଟି ହେଲଥ ଅଫିସର ପଦବୀ, ଜଲଦି କରନ୍ତୁ ଆବେଦନ
ଆପଣ ସ୍ବାସ୍ଥ୍ଯ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି। ଡିଗ୍ରୀ କରି ମଧ୍ୟ ଚାକିରି ପାଉନାହାନ୍ତି। ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରାଷ୍ଟ୍ରୀୟ ସ୍ବାସ୍ଥ୍ଯ ମିଶନ(NHM), ମଧ୍ୟପ୍ରଦେଶରେ କମ୍ଯୁନିଟି ହେଲଥ ଅଫିସର ପଦବୀ ଖାଲି ପଡିଛି। ଯଦି ଆପଣ ଏହି ପଦବୀରେ ଆବେଦନ କରିବାକୁ…