ଭୁବନେଶ୍ବର ଭିଏସଏସ ନଗରରେ ଖୋଲିବ NIA ଏସପି ଅଫିସ, ବିଜ୍ଞପ୍ତି ଜାରି କଲା ରାଜ୍ୟ ଗୃହ ମନ୍ତ୍ରାଳୟ
ଭୁବନେଶ୍ବର : ଭୁବନେଶ୍ବରରେ ଖୋଲିବ NIA ଏସପି ଅଫିସ । ଭୁବନେଶ୍ବରରେ ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇଏର ଏସପି କାର୍ଯ୍ୟାଳୟ ଖୋଲିବ । ଭିଏସଏସ ନଗର ରିଜିଅନାଲ ଟେଲିକମ ଟ୍ରେନିଂ ସେଣ୍ଟରରେ ଅଫିସ କାର୍ଯ୍ୟ କରିବ । ଏନେଇ ରାଜ୍ୟ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି…