ବାବାଙ୍କ ମଠ ଭାଙ୍ଗିଲେ ଲୋକେ
କଟକ : କଟକ ଜିଲ୍ଲା ନିଆଳି ଥାନା ବିଳାଶୁଣି ପଞ୍ଚାୟତର ଦହିଜଙ୍ଗା ଗାଁ । ଏଠି ଜଣେ ବାବାଙ୍କ ପତିଆରାକୁ ରୋକିଛନ୍ତି ଗାଁ ଲୋକେ । ବାବା ସଲିଲ ସ୍ୱାଇଁ ବେଆଇନ୍ ଭାବେ ଏକ ସରକାରୀ ଜମି ଦଖଲ କରି ତା ଉପରେ ମଠ ନିର୍ମାଣ କରିଥିଲେ । ତାହା ପୁଣି ବିଲକୁ ଯିବା ପାଇଁ ରାସ୍ତା ଉପରେ । ବାରମ୍ବାର…