ପେସାରେ ଇଞ୍ଜିନିୟର, ହେଲେ ନିଶା ଚାଷ ! ଛାଡିଦେଲେ ଆମେରିକାର ଚାକିରି
ନିଆଳି ପେସାରେ ଇଞ୍ଜିନିୟର, ହେଲେ ନିଶା ଚାଷ । ଏଥିପାଇଁ ଆମେରିକାର ଲକ୍ଷ ଲକ୍ଷ ଟଙ୍କା ଦରମାର ଚାକିରି ଛାଡି ଗାଁରେ ଚାଷ କରୁଛନ୍ତି ପ୍ରଦ୍ୟୋତ କୁମାର ଜେନା । ନିଆଳି ଦହିଜଙ୍ଗ ଗାଁର ପ୍ରଦ୍ୟୋତଙ୍କର ପିଲାଦିନୁ ଚାଷ ପ୍ରତି ଥିଲା ବେଶ୍ ଦୁର୍ବଳତା । ଏଥିପାଇଁ ସେ ଆମେରିକାରୁ ଲକ୍ଷ ଲକ୍ଷ…