Browsing Tag

niami harischandan

ଆଜି ବି ମନେପଡନ୍ତି “ବାଣୀକଣ୍ଠ” ନିମାଇଁ ହରିଚନ୍ଦନ….

ଓ଼ଡିଶାର ପ୍ରଥମ ପେଶାଦାର କଣ୍ଠଶିଳ୍ପୀ ରୂପେ ନିମାଇଁ ଚରଣ ହରିଚନ୍ଦନଙ୍କୁ ଜଣାଯାଏ । ଓଡିଶୀ ସଙ୍ଗୀତର ବିଭିନ୍ନ ବିଭାଗ ଯେମିତିକି ଓଡିଶୀ ବା ଚୌପଦୀ, ଛାନ୍ଦ, ଚମ୍ପୁ , ଚଉତିଶା , ଭଜନ, ଜଣାଣ, ପାରମ୍ପରିକ ସଂଗୀତ (ରାମଲୀଳା, କୃଷ୍ଣଲୀଳା) , ପଲ୍ଲୀଗୀତ ଗାୟନରେ ବେଶ ପ୍ରବୀଣ ଥିଲେ । ଏହା ବାଦ…