ପ୍ରିୟଙ୍କାଙ୍କ ଏହି ବିଶେଷ ଗୁଣ ନିକଙ୍କୁ କରିଥିଲା ଆକୃଷ୍ଟ, ବିଶ୍ୱ ସୁନ୍ଦରୀଙ୍କ ପ୍ରେମରେ ପଡିଯାଇଥିଲେ ଆମେରିକୀୟ ଯୁବକ
ନିକ ଜୋନାସ ଓ ପ୍ରିୟଙ୍କା ଚୋପ୍ରାଙ୍କ ରିଲେସନସିପ ଯେବେ ଲୋକଲୋଚନକୁ ଆସିଥିଲା । ସେ ସମୟରେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ହିଁ ଉଙ୍କି ମାରିଥିଲା । ଏଦୁହିଁଙ୍କ ସମ୍ପର୍କ ବା କେତେ ଦିନ ତିଷ୍ଠିବ । କାରଣ ନିକ ଆମେରିକାର ମୂଳ ବାସିନ୍ଦା ହୋଇଥିବା ବେଳେ ତାଙ୍କ ପରିବାରର ପ୍ରିୟଙ୍କାଙ୍କ…