ନାଇଟ୍ କ୍ଲବରେ ଆତଙ୍କ ଖେଳାଇଲେ ଆକ୍ରମଣକାରୀ, ୧୧ ଜଣଙ୍କ ଉପରକୁ ଆଖିବୁଜା ଗୁଳିମାଡ଼
ଆମେରିକାର ନ୍ୟୁୟର୍କରେ ଏକ ନାଇଟ୍ କ୍ଲବରେ ଆଖିବୁଜା ଗୁଳିମାଡ଼ ହୋଇଛି । କୁଇନ୍ସ ସହରରେ ଥିବା ଏହି ନାଇଟ୍ କ୍ଲବରେ ବୁଧବାର ବିଳମ୍ବିତ ରାତିରେ ଘଟଣା ଘଟିଛି । ଗୁଳିକାଣ୍ଡରେ ପ୍ରାୟ ୧୧ ଜଣ ଆହତ ହୋଇଛନ୍ତି । ଆକ୍ରମଣକାରୀମାନେ ଜଣେ ୧୨ ବର୍ଷର ଝିଅ ଏବଂ ତାଙ୍କ ମା’ଙ୍କୁ ଢାଲ ରୂପେ ବ୍ୟବହାର କରି…