ପୁଣି ଫେରିଲା କଟକଣା: କରୋନା ଯୋଗୁ ମାର୍ଚ୍ଚ ୩୧ ଯାଏଁ ଗୁଜରାଟରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ
ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ୪ ମହାନଗରରେ ନାଇଟ୍ କର୍ଫ୍ୟୁ ଲଗାଇବାକୁ ଘୋଷଣା କରିଛନ୍ତି। ଗୁଜରାଟ ସରକାର ଭଦୋଦରା, ଅହମ୍ମଦାବାଦ, ସୁରତ ଓ ରାଜକୋଟ୍ରେ ନାଇଟ୍ କର୍ଫ୍ୟୁ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନାଇଟ୍ କର୍ଫ୍ୟୁ ୧୭ ମାର୍ଚ୍ଚରୁ ଆରମ୍ଭ…