Browsing Tag

night curfew in odisha

କୋହଳ ହେଲା କଟକଣା: ରାଜ୍ୟର ସମସ୍ତ ସହରାଞ୍ଚଳରୁ ଆଜିଠୁ ରାତିରେ ବି ସବୁଠିକୁ ଯାଇ ପାରିବେ

ଭୁବନେଶ୍ବର(କେନ୍ଯୁଜ୍): କୋହଳ ହେଲା କଟକଣା । ହଟିଲା ନାଇଟ୍‌ କର୍ଫ୍ୟୁ। ରାଜ୍ୟର ସମସ୍ତ ସହରାଞ୍ଚଳରୁ ଆଜିଠୁ ହଟିଲା ନାଇଟ୍‌ କର୍ଫ୍ୟୁ। ନାଇଟ୍‌ କର୍ଫ୍ୟୁ ହଟିବା ନେଇ SRCଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କୋରନା ସଂକ୍ରମଣକୁ ବୃଦ୍ଧିରେ ଦୃଷ୍ଟି ରଖି ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ…

କଡ଼ା ହେଲା କଟକଣା: ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ବର: ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ। ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଥିଲା। ସମୟ ଥିଲା ରାତି ୧୦ରୁ ସକାଳ ୫…

ଆଜିଠୁ ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ଲାଗିବ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ବର: ଛତିଶଗଡ଼ରେ ସଂକ୍ରମଣ ଉପରମୁହାଁ । ଓଡ଼ିଶାରେ ବଢୁଛି ଦୈନିକ ସଂକ୍ରମଣ । ରାଜ୍ୟରେ ତିନି ଶହ ପାର କରିଛି ଆକ୍ଟିଭ୍‌ କେସ୍‌ । ମୁକାବିଲା ପାଇଁ ଆଜିଠୁ ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ଲାଗିବ ନାଇଟ୍‌ କର୍ଫ୍ୟୁ । ଏହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼,…