ସାବାଡ଼ ହେବ ଅଭ୍ୟାସଗତ ଅପରାଧୀ, ନାଇଟ୍ ପାଟ୍ରୋଲିଂରେ ପୋଲିସ କମିଶନର ଓ ଡିସିପି
ଭୁବନେଶ୍ୱର : ସାବାଡ଼ ହେବ ଅଭ୍ୟାସଗତ ଅପରାଧୀ । ରାତିରେ ବୁଲିଲେ ପୋଲିସ ଅଧିକାରୀ । ନାଇଟ୍ ପାଟ୍ରୋଲିଂରେ ବୁଲିଲେ ପୋଲିସ କମିଶନର ଓ ଡିସିପି । କମିଶନରେଟ ପୋଲିସର ବଡ ଧରଣର ନାଇଟ୍ ପାଟ୍ରୋଲିଂ । ରାଜଧାନୀ ଭୁବନେଶ୍ବର ଓ କଟକରେ ନାଇଟ ପାଟ୍ରୋଲିଂ । ପୋଲିସ କମିଶନରଙ୍କ ସହ କଟକ ଓ ଭୁବନେଶ୍ବର…