Browsing Tag

niharika patra murder

ଖୋଲିବ ନର୍ସ ନିହାରିକା ପାତ୍ର ହତ୍ୟା ଘଟଣାର ଗୁମର, ବୟଫ୍ରେଣ୍ଡ ରାଜାକୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ପୋଲିସ

କଟକ: ନର୍ସ ନିହାରିକା ପାତ୍ର ରହସ୍ୟଜନକ ହତ୍ୟାକାଣ୍ଡ ଉପରୁ ଖୋଲିବ ଗୁମର । ସତ ଓଗାଳିବ ବୟଫ୍ରେଣ୍ଡ୍‌ । କିଶୋର ଚନ୍ଦ୍ର ଅଞ୍ଚଳ ଓରଫ୍‌ ରାଜାକୁ ଗୋଡାଇ ତୋଡାଇ ଜେରା କରୁଛି ବିରିଡ଼ି ପୋଲିସ । ତାକୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଛି । ହତ୍ୟାକାଣ୍ଡର ପ୍ରକୃତ କାରଣ କଣ? କେଉଁଠି…