ରିକ୍ସାବାଲାର ପୁଅ ହେବ ଡାକ୍ତର, ନିଟ ପରୀକ୍ଷାରେ ପାଇଲେ ସଫଳତା
ଭଦ୍ରକ (କେନ୍ୟୁଜ) : ଡାକ୍ତର ହେବ ରିକ୍ସାବାଲାର ପୁଅ। ବାପା ଓ ଭାଇ ରିକ୍ଦା ଚଲାଇ ଆଜି ପୁଅକୁ ଡାକ୍ତର କରିବାରେ ହୋଇପାରିଛନ୍ତି ସମର୍ଥ। ଯଦି ଜଣଙ୍କ ପାଖରେ କିଛି କରିଦେଖାଇବାର ସାହସ ଥାଏ ତାହେଲେ ସେ ନିଶ୍ଚିତ ଭାବେ ସଫଳତା ପାଇଥାଏ। ନିଷ୍ଠା ଓ ଏକାଗ୍ରତା ଥିଲେ ଯେ କେହିବି ବେକ୍ତି ନିଶ୍ଚିତ…