ଅଡ଼ଶପୁର କଲେଜ ଛାତ୍ରୀ ନିକିତା ମୃତ୍ୟୁ, କଣ ସତରେ ଆତ୍ମହତ୍ୟା ?
ଭୁବନେଶ୍ୱର (କେ ନ୍ୟୁଜ୍) : କଟକ ଜିଲ୍ଲା ଅଡ଼ଶପୁର କଲେଜ ହଷ୍ଟେଲରୁ ଗତ ୨୧ ତାରିଖ ଦିନ ଉଦ୍ଧାର ହେଲା ଜଣେ ଛାତ୍ରୀଙ୍କ ମୃତଦେହ । ଝୁଲନ୍ତା ଅବସ୍ଥାରେ ମୃତ ଛାତ୍ରୀ ଜଣକୁ ଉଦ୍ଧାର କରିଥିଲା ପୋଲିସ୍ । ଯୁକ୍ତ ତିନି ବାଣିଜ୍ୟ ବିଭାଗର ପ୍ରଥମ ବର୍ଷ ଛାତ୍ରୀ ନିକିତା ମୁଦଲିଙ୍କର ମୃତ୍ୟୁ…