Browsing Tag

nikita death case

ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା , ପୋଲିସ ନିକଟରେ ହାଜର ହେବା ପାଇଁ ସମୟ ମାଗିଲେ ଶାଶୂ ଓ ଶ୍ୱଶୁର

କଟକ(କେନ୍ୟୁଜ୍) : ନିକିତା ମୃତ୍ୟୁ ମାମଲାରେ ପୋଲିସ ନିକଟରେ ହାଜର ହେବା ପାଇଁ ସମୟ ମାଗିଲେ ତାଙ୍କ ଶାଶୂ ଓ ଶ୍ୱଶୁର। କମିସନରେଟ ପୋଲିସ ସେମାନଙ୍କ ବିରୋଧରେ ଲଟକା ଜାରି କରିବା ପରେ ଅସୁସ୍ଥ ଥିବା ଦର୍ଶାଇ ହାଜର ହେବା ପାଇଁ ୧୫ରୁ ୨୦ ଦିନ ସମୟ ମାଗିଛନ୍ତି। ସୁସ୍ଥ ହେବା ପରେ ସେମାନେ ପୋଲିସ…