Browsing Tag

Nimapada

କେନାଲ ବନ୍ଧରେ ଝୁଲିରହିଛି ଯାତ୍ରା ପାର୍ଟିର ବସ୍‌, ବର୍ତ୍ତିଲେ ୫୦ରୁ ଅଧିକ କଳାକାର

ଗୋପ : ଯାତ୍ରା ପାର୍ଟି ବସ୍‌ ଦୁର୍ଘଟଣା । ପୁରୀ ଜିଲ୍ଲା ନିମାପଡ଼ା ନୂଆସନ୍ଥ ବଳଙ୍ଗା କେନାଲ ବନ୍ଧରେ ଝୁଲିରହିଛି ଯାତ୍ରା ପାର୍ଟିର ବସ୍‌ । ବର୍ତ୍ତିଲେ ୫୦ରୁ ଅଧିକ କଳାକାର । ଖବର ଅନୁଯାୟୀ, ଯାତ୍ରା ପାର୍ଟି ରାଜନନ୍ଦିନୀର କଳାକାରଙ୍କୁ ନେଇ ଏକ ବସ୍‌ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ…

ଚାଷୀଙ୍କ ସହ ଅଛନ୍ତି ରାଜ୍ୟ ସରକାର : ପ୍ରଭାତୀ ପରିଡ଼ା

ନିମାପଡ଼ା : ଭଦ୍ରକ ବାଲେଶ୍ବର ପରେ ନିମାପଡ଼ାରେ ଅଦିନିଆ ବର୍ଷାରେ ହୋଇଥିବା ଧାନ ଫସଲ କ୍ଷୟକ୍ଷତି ଦେଖିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।  ଗତକାଲି ଭଦ୍ରକ, ବାଲେଶ୍ବରରେ ଉଜୁଡା ଚାଷ ଜମି ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ ।  ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ…

ଯୁବକଙ୍କୁ ଗଳାକାଟି ହତ୍ୟା, ନିଶା କାରବାରକୁ ନେଇ ହତ୍ୟାକାଣ୍ଡ ସନ୍ଦେହ

ଗୋପ (କେନ୍ୟୁଜ): ଯୁବକଙ୍କୁ ଗଳାକାଟି ହତ୍ୟା। ପୁରୀ ଜିଲ୍ଲା ନିମାପଡ଼ା ଥାନା ରେଞ୍ଚଠାରେ ବୀଭତ୍ସ ହତ୍ୟାକାଣ୍ଡ। ଯୁବକଙ୍କୁ ହତ୍ୟା ପରେ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ପିପିଲି ପୌରାଞ୍ଚଳ ସିରିଆପୁର ଅଞ୍ଚଳର ବାସୁଦେବ ଓଝା। ନିମାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।…

ବାହାବେଦୀରେ ପ୍ରେମିକାର ଧାରଣା, ବିବାହ ରୋକିବାକୁ ଥାନାରେ ଦ୍ୱାରସ୍ଥ ହେଲେ ଯୁବତୀ

ପିପିଲି (କେନ୍ୟୁଜ): ବାହାବେଦୀରେ ପ୍ରେମିକାର ଧାରଣା । ବିବାହ ରୋକିବାକୁ ଥାନାରେ ହେଲେ ଦ୍ୱାରସ୍ଥ । ନିମାପଡା ବ୍ଲକ ବଳଙ୍ଗା ଥାନା ତୋଟା ସାହିରେ ଅଭାବନୀୟ ଘଟଣା । ବାହା ବେଦି ଉପରେ ଅନଶନରେ ବସିଲେ ମହିଳା । ପୁରୀ ଅଂଚଳରୁ ଜଣେ ଯୁବତୀ ବାହା ହେବାକୁ ଥିବା ଯୁବକଙ୍କ ଘର ବେଦି ଉପରେ ଧାରଣାରେ…