ଖୋଲୁଛି ରଙ୍ଗିଲା ସତୀଶର ଗୁମର: ଥିଲେ ୩ ସ୍ତ୍ରୀ, କୁକୁର ପିଛା ଉଡାଉଥିଲା ଲକ୍ଷ ଲକ୍ଷ ଟଙ୍କା
ଭୁବନେଶ୍ବର: ଭୁବନେଶ୍ବର ଝାରପଡ଼ା ଜେଲରେ କୋଟିପତି ଚୋର ସ୍ପାଇଡର ସତୀଶ । ଖୋଲୁଛି କଳା କାରନାମାର ଗୁମର । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ ବିଶାଖାପାଟଣାରୁ ଗିରଫ ସତୀଶ ରେଡ୍ଡୀ ଓରଫ ସ୍ପାଇଡର ସତି ସଂପର୍କରେ ଆସୁଛି ନୂଆ ନୂଆ ତଥ୍ୟ । ରଙ୍ଗିଲା ଧୂର୍ତ୍ତ…