Browsing Tag

niranjan pujari

ଅନୁଗୁଳ ମଦ ମୃତ୍ୟୁ ଅଭିଯୋଗ ମାମଲା, ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଅବକାରୀ ମନ୍ତ୍ରୀ ନିରଞ୍ଜନ…

ଅନୁଗୁଳ: ଅନୁଗୁଳରେ ମଦ ମୃତ୍ୟୁ ଅଭିଯୋଗ ମାମଲାର ତଦନ୍ତ ନିର୍ଦ୍ଦେଶ । ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରଜମିନ ଅନୁଧ୍ୟାନ କରି ତଦନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗ ଅନୁଯାୟୀ, ଅନୁଗୁଳରେ ବିଷାକ୍ତ ମଦ ପିଇ ଦୁଇ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

କୋଭିଡ୍‌- ୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପୂର୍ବରୁ ମୁଖ୍ୟମନ୍ତ୍ରୀ ୩ ମାସର ଦରମା ପ୍ରଦାନ କରିଥିଲେ। ଏହାସହ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ଦରମା ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ବହୁ…

ୟେସ ବ୍ୟାଙ୍କରେ ଜମା ଥିବା ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ପାଇଁ ଚିନ୍ତା, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି…

କେନ୍ୟୁଜ୍(ବ୍ୟୁରୋ):  ୟେସ ବ୍ୟାଙ୍କରେ ଜମା ଥିବା ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଉଠାଣ ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଦିଗରେ ଆବଶ୍ୟକ ପଦକ୍ଷେପ ନେବା ସହ ଅନୁମତି ଦେବାକୁ ଭାରତୀୟ ରିଜର୍ଭ…

ନିରଞ୍ଜନ ପୂଜାରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର

ଭୁବନେଶ୍ବର(କେନ୍ୟୁଜ୍) : ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସ୍ୱାଧୀକାର ଭଙ୍ଗ ନୋଟିସ୍‌ ଆଣିଛନ୍ତି । ଗତ ୨୨ ତାରିଖରେ ପ୍ରଶ୍ନକାଳରେ ଗୃହକୁ ଭୁଲ ତଥ୍ୟ ଦେଇଥିବା ଅଭିଯୋଗରେ ନୋଟିସ୍‌ ଆଣିଛନ୍ତି ଜୟନାରାୟଣ ମିଶ୍ର ।…

ଅଧିକ ମଦ ବିକ୍ରେତାଙ୍କୁ ପୁରସ୍କାର କରିବା ନିଷ୍ପତ୍ତି ସରକାରଙ୍କ ନୁହେଁ : ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ବର : ବିଧାନସଭାରେ ଉଠିଛି ମଦ ଅଧିକ ବିକିଲେ ଦୋକାନୀଙ୍କୁ ପୁରସ୍କାର ପ୍ରସଙ୍ଗ । ଗୃହରେ ଆଜି ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ମନ୍ତ୍ରୀ କହିଛନ୍ତି, ପୁରସ୍କାର ଦେବା ନିଷ୍ପତ୍ତି ସରକାରଙ୍କ ନୁହଁ । ଏହା ହେଉଛି ଷ୍ଟାଣ୍ଡିଂ କମିଟିର ସୁପାରିଶ ।…

ବିଧାନସଭାରେ ମହାରଥିଙ୍କ ପୋଲ୍‌ ଖୋଲିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶୀତଳ ଭଣ୍ଡାର ଅଚଳ ନେଇ କଲେ କଟାକ୍ଷ

ବିଧାନସଭା ପ୍ରଶ୍ନକାଳରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ପୋଲ୍‌ ଖୋଲିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ବିଧାନସଭା ପ୍ରଶ୍ନକାଳରେ ତେରେଛା ପ୍ରଶ୍ନବାଣ ଛାଡ଼ିଥିଲେ ମହାରଥୀ। ଉତ୍ତର ଦେବାକୁ ଯାଇ ମହାରଥିଙ୍କ ମନ୍ତ୍ରୀତ୍ୱ କାଳର ପୋଲ୍‌ ଖୋଲିଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଆଜି…

ଆଜି ବିଧାନସଭାରେ ଉପସ୍ଥାପନ ହେବ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍‌

ଭୁବନେଶ୍ବର(କେନ୍ୟୁଜ୍) : ଆଜି ବିଧାନସଭାରେ ଉପସ୍ଥାପନ ହେବ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍‌ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ହେବ ପ୍ରଥମ ବଜେଟ୍‌ । ଏଥର ବଜେଟ ଆକାର ପ୍ରାୟ ୧ ଲକ୍ଷ ୩୮ ହଜାର କୋଟି…