Browsing Tag

nirav modi Paintings

ନିଲାମ ହେଲା ନୀରବ ମୋଦିଙ୍କ ପେଣ୍ଟିଂ, ମୂଲ୍ୟ ଜାଣି ହେବେ ଆଶର୍ଯ୍ୟ

ନିଲାମ୍ ହେଲା ନୀରବ ମୋଦିଙ୍କ ପେଣ୍ଟିଂ । ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ସଂଗୃହୀତ ୬୮ଟି ପେଣ୍ଟିଂକୁ ନିଲାମ କରିଛି ଆୟକର ବିଭାଗ । ନିଲାମୀରୁ ମୋଟ୍ ୫୯.୩୭ କୋଟି ଟଙ୍କା ମିଳିଛି । ତେବେ ନିଲାମୀ ପାଇଁ ଆୟକର ବିଭାଗ ଏକ ଘରୋଇ କମ୍ପାନୀର ସାହାଯ୍ୟ ନେଇଛି । ତେବେ କମ୍ପାନୀକୁ କମିଶନ…