ଲଣ୍ଡନରେ ରୂପ ବଦଳାଇ ବୁଲୁଛି ପଳାତକ ହୀରା ବ୍ୟବସାୟୀ ନିରବ ମୋଦି, ଭାରତ ଫେରିବା ପ୍ରଶ୍ନର କହିଲେ-ନୋ କମେଣ୍ଟ
କେନ୍ୟୁଜ୍ : ଲଣ୍ଡନରେ ବୁଲୁଛି ପଳାତକ ହୀରା ବ୍ୟବସାୟୀ ନିରବ ମୋଦି । ପ୍ରଥମ ଥର ପାଇଁ ନିରବ ମୋଦିଙ୍କୁ ଲଣ୍ଡନ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି । ନିଶ, ଦାଢି ରଖି ଲଣ୍ଡନରେ ବୁଲୁଥିବାର ଭିଜୁଆଲ କ୍ୟାମେରାରେ କଏଦ ହୋଇଛି । ଏକ ଇଂରାଜୀ ଖବର କାଗଜର ସାମ୍ବାଦିକ ତାଙ୍କୁ ଅନେକ ପ୍ରଶ୍ନ…