କରୋନା ଭୟକୁ ଜିତିଗଲା ‘ନିର୍ଭୟା’, ତିହାର ଜେଲ୍ ସାମନାରେ ବିନା ମାସ୍କରେ ଏକାଠି ହେଲେ ହଜାର ହଜାର ଲୋକ
ନିର୍ଭୟା ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ମିଳୁ ଏକଥା ସାରା ଦେଶ ଚାହୁଁଥିଲା । ଦୀର୍ଘ ୭ ବର୍ଷ ଧରି ମାମଲା ତଳ କୋର୍ଟରୁ ସର୍ବୋଚ୍ଚ ନ୍ୟାୟାଳୟ ଯାଏ ଚାଲିଥିଲା ଶୁଣାଣି । ଦୋଷୀଙ୍କ ଓକିଲ ବିଭିନ୍ନ ଚାଲ୍ ଚଳାଇ, ଆଇନ୍ର ଗଳାବାଟକୁ ସାହାରା କରି ଚାରି ଜଣ ଦୁଷ୍କର୍ମୀଙ୍କୁ ପାଖାପାଖି…