ଝାଡ଼ଖଣ୍ଡରେ ନିର୍ଭୟାକାଣ୍ଡ, ୫୦ ବର୍ଷୀୟା ବିଧବାଙ୍କ ସହ ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ପୂରାଇଲେ ଷ୍ଟିଲ ଗ୍ଲାସ୍
ଦିଲ୍ଲୀର ନିର୍ଭୟା ପରେ ଉତ୍ତର ପ୍ରଦେଶ ଆଉ ଏବେ ଝାଡ଼ଖଣ୍ଡରେ ଘଟିଛି ବୀଭତ୍ସ କାଣ୍ଡ। ଏଠାରେ ପୁଣିଥରେ ଘଟିଛି ଆଉ ଏକ ଛାତିଥରା ଘଟଣା। ଝାଡ଼ଖଣ୍ଡର ଛତରାରେ ଜଣେ ୫୦ ବର୍ଷୀୟା ବିଧବା ମହିଳାଙ୍କୁ ୩ ଜଣ ଯୁବକ ଅତି ନୃଶଂସତାର ସହ ଗଣଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଷ୍ଟିଲ ଗ୍ଲାସ ପୂରାଇ…