Browsing Tag

nirbhaya case

ଝାଡ଼ଖଣ୍ଡରେ ନିର୍ଭୟାକାଣ୍ଡ, ୫୦ ବର୍ଷୀୟା ବିଧବାଙ୍କ ସହ ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ପୂରାଇଲେ ଷ୍ଟିଲ ଗ୍ଲାସ୍‌

ଦିଲ୍ଲୀର ନିର୍ଭୟା ପରେ ଉତ୍ତର ପ୍ରଦେଶ ଆଉ ଏବେ ଝାଡ଼ଖଣ୍ଡରେ ଘଟିଛି ବୀଭତ୍ସ କାଣ୍ଡ। ଏଠାରେ ପୁଣିଥରେ ଘଟିଛି ଆଉ ଏକ ଛାତିଥରା ଘଟଣା। ଝାଡ଼ଖଣ୍ଡର ଛତରାରେ ଜଣେ ୫୦ ବର୍ଷୀୟା ବିଧବା ମହିଳାଙ୍କୁ ୩ ଜଣ ଯୁବକ ଅତି ନୃଶଂସତାର ସହ ଗଣଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଷ୍ଟିଲ ଗ୍ଲାସ ପୂରାଇ…

ନିର୍ଭୟାର ଶରୀରରେ ଥିବା କାମୁଡ଼ା ଦାଗ ହିଁ ବଖାଣୁଥିଲା କେତେ ଭୟଙ୍କର ଥିଲା ସେଇ କାଳରାତି, ଏହି ୧୦ଟି ଫଟୋରୁ ମିଳିଥିଲା…

ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇ ଦିଆଯାଇଛି। ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ବସନ୍ତ ବିହାର ପୋଲିସ ରାତି ଦିନ ଏକ କରିଦେଇଥିଲା। ନିର୍ଭୟାର ଶରୀରରେ କେତେକ କାମୁଡ଼ା ଦାଗ ଦେଖିବାକୁ ମିଳିଥିଲା। ଏହି ଦାଗ ହିଁ କହୁଥିଲା କେତେ ଭୟଙ୍କର ଥିଲା ସେଇ କାଳରାତି। ତତ୍କାଳୀନ ଏସ୍‌ଆଇ…

ଫାଶୀ ପୂର୍ବରୁ ହଠାତ୍ ଏମିତି ପରିବର୍ତ୍ତନ ଆସିଥିଲା ନିର୍ଭୟା ଦୋଷୀଙ୍କ ବ୍ୟବହାରରେ: କାନ୍ଦିଲେ, ତଳେ ଗଡିଲେ ଆଉ…

ନୂଆଦିଲ୍ଲୀ: ଆଜି ପୁଣି ଥରେ ସାରା ଦେଶରେ ସାମ୍ନାରେ ତାଜା ହୋଇ ଉଠିଛି ୨୦୧୨ ଡିସେମ୍ବର ୧୬ ର ସେହି ଘଟଣା । ନିର୍ଭୟାଙ୍କ ସହିତ ବର୍ବରକାଣ୍ଡ ଘଟଣାଇଥିବା ଚାରି ଦୋଷୀଙ୍କୁ ଆଜି ସକାଳେ ଫାଶୀ ଦିଆଯାଇଛି । ଗୁରୁବାର ସଂନ୍ଧ୍ୟା ଯାଏ ଦୋଷୀଙ୍କୁ ଆଶା ଥିବା ଯେ ସେମାନେ ଏଥିରୁ ବର୍ତ୍ତିଯିବେ ।…

‘୨୦୧୨ ଡିସେମ୍ବର ୧୬’ ରୁ ‘୨୦୨୦ ମାର୍ଚ୍ଚ ୨୦’: ଜାଣନ୍ତୁ ନିର୍ଭୟା ଗଣଦୁଷ୍କର୍ମ ମାମଲାର…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୀର୍ଘ ୭ ବର୍ଷ ୩ମାସ ୩ଦିନ ପରେ ଅନ୍ତ ଘଟିଛି । ଶେଷରେ ନିର୍ଭୟାଙ୍କୁ ମିଳିଛି ନ୍ୟାୟ । ସେଦିନର ସେହି କଳା ରାତି ଆଜିବି ସମସ୍ତଙ୍କ ଛାତି ଥରାଇ ଦେଉଛି । ୨୦୧୨ ଡିସେମ୍ବର ୧୬ରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ଏହି ଲୋମହର୍ଷକ ଘଟଣା । ଯାହା ପୁରା…

ଶେଷରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ, ସାତ ବର୍ଷର ଲଢ଼େଇରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ : ଦୀର୍ଘ ୭ ବର୍ଷ ପରେ ମିଳିଲା ନ୍ୟାୟ। ଏକାସଙ୍ଗେ ଫାଶୀ ଖୁଣ୍ଟରେ ଝୁଲିଲେ ୪ ନିର୍ଭୟା ଦୋଷୀ। ତିହାର ଜେଲ୍‌ର ୩ ନମ୍ବର ବାରାକ୍‌ରେ ଦିଆଯାଇଛି ଫାଶୀ। ଫାଶୀ ଖୁଣ୍ଟରେ ଝୁଲିଲେ ଅକ୍ଷୟ କୁମାର, ବିନୟ ଶର୍ମା, ପବନ ଗୁପ୍ତା, ମୁକେଶ କୁମାର। ଆଜି ସକାଳ ୫ଟା ୩୦ରେ ୪ ଦୋଷୀଙ୍କୁ ଫାଶୀ…

ଶେଷଥର ପାଇଁ ନିଜ ପୁଅକୁ ପୁରି, ତରକାରୀ ଓ କଚୋଡି ଖୁଆଇଦେବା ପାଇଁ ଚାଁହୁଛନ୍ତି ବିନୟଙ୍କ ମା’, କାନ୍ଦି କାନ୍ଦି…

ଅଦାଲତରେ ବାରମ୍ବାର ପିଟିସନ ଖାରଜ ହେବାପରେ ନିର୍ଭୟା ଦୋଷୀଙ୍କୁ ଫାଶୀରୁ ମୁକ୍ତି ପାଇବାର ଆଶା ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି । ଏବେ ସେମାନଙ୍କ ପରିବାର ଲୋକେ ମଧ୍ୟ ଜାଣିସାରିଲେଣି ଯେ ତାଙ୍କ ପିଲାକୁ ଏବେ ବଞ୍ଚାଇବା ଅସମ୍ଭବ । ତେବେ ଏହାକୁ ଦୃଷ୍ଟିରେ ରଖି ଚାରି ଦୋଷୀଙ୍କ ମଧ୍ୟରୁ…

ଦୋଷୀ ପବନର କ୍ୟୁରେଟିଭ୍‌ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ, ଫାଶୀ ଆବେଦନ ଖାରଜ ପାଇଁ ହାଇକୋର୍ଟ ଯାଇଛନ୍ତି ଅକ୍ଷୟ ଓ…

ନୂଆଦିଲ୍ଲୀ: ଆସନ୍ତାକାଲି ନିର୍ଭୟା ଦୋଷୀଙ୍କୁ ଦିଆଯିବ ଫାଶୀ । ସକାଳ ୫ଟା ୩୦ରେ ଫାଶୀ ଦେବା ପାଇଁ ସମୟ ଧାର୍ଯ୍ୟ ହୋଇଛି । ସେପଟେ ଦୋଷୀ ପବନକୁ ପୁଣି ଝଟ୍‌କା ଲାଗିଛି। ଦୋଷୀ ପବନର କ୍ୟୁରେଟିଭ୍‌ ପିଟିସନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମ୍‌କୋର୍ଟଙ୍କ ୬ ଜଣିଆ ଖଣ୍ଡପୀଠ ଶୁଣାଣି…

ଖାରଜ ହେଲା ନିର୍ଭୟା ଦୋଷୀ ପବନର କ୍ୟୁରେଟିଭ୍‌ ପିଟିସନ୍‌, କାଲି ସକାଳେ ଦିଆଯିବ ଫାଶୀ

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ପବନର କ୍ୟୁରେଟିଭ୍‌ ପିଟିସନ୍‌କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମଙ୍ଗଳବାର ଦିନ ପବନ ସୁପ୍ରିମକୋର୍ଟରେ ଆଉ ଏକ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଥିଲା। ପିଟିସନ୍‌ରେ କୁହାଯାଇଥିଲା ଯେ ଘଟଣା ସମୟରେ ସେ ନାବାଳକ ଥିଲା ଏଣୁ ତାର ଫାଶୀଦଣ୍ଡ…

ନିର୍ଭୟା ଦୋଷୀଙ୍କ ପତ୍ନୀ ଆବେଦନ କଲେ ଛାଡପତ୍ର, କହିଲେ ବାକି ଜୀବନ ବିଧବା ହୋଇ କାଟିପାରିବି ନାହିଁ

ନିର୍ଭୟା ଦୋଷୀ ଅକ୍ଷୟର ପତ୍ନୀ ବିହାରର ଔରଙ୍ଗାବାଦର ଅଦାଲତରେ ଛାଡପତ୍ର ଆବେଦନ କରିଛନ୍ତି। ଏହି ଆବେଦନ ପତ୍ରରେ ଅକ୍ଷୟର ପତ୍ନୀ କହିଛନ୍ତି, ସେ ବିଧବା ହୋଇ ବଞ୍ଚି ପାରିବେ ନାହିଁ। ଏହିକାରଣରୁ ତାଙ୍କୁ ଛାଡପତ୍ର ଦିଆଯାଉ। ସୂଚନା ଅନୁଯାୟୀ ନିର୍ଭୟା ଦୋଷୀ ଔରଙ୍ଗାବାଦର ଲହଂଗ କର୍ମା ଗ୍ରାମରେ…

ନିର୍ଭୟା ଦୋଷୀଙ୍କ ଓକିଲର ଦଲିଲ ଦେଖି କ୍ଷୁବ୍ଧ ହେଲେ କୋର୍ଟ, ଜେଲ ଭିତରର କଥା ମୁକେଶର ଭାଇ କେମିତି ଜାଣିଲେ ବୋଲି କଲେ…

ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର ପିଟିସନ୍‌ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି ଅବସରରେ ତାଙ୍କ ଓକିଲ ମନୋହରଲାଲ ଶର୍ମା ଦଲିଲ ଦାଖଲ କରିଥିଲେ ଯେ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଓ ନ୍ୟାୟ ମିତ୍ର ଓକିଲ ବୃନ୍ଦା ଗ୍ରୋଭର ଅପରାଧିକ ଯୋଜନା କରି ତାଙ୍କ ଦସ୍ତଖତ ନେଇଥିଲେ। ମାତ୍ର…

ସୁପ୍ରିମକୋର୍ଟରେ ଫେଲ୍‌ ମାରିବା ପରେ ଅନ୍ତର୍ଜାତୀୟ କୋର୍ଟର ଶରଣ ପଶିଲେ ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀ

ସୁପ୍ରିମକୋର୍ଟରେ ଫେଲ ମାରିବା ପରେ ଏବେ ଅନ୍ତର୍ଜାତୀୟ କୋର୍ଟର ଶରଣ ପଶିଛନ୍ତି ନିର୍ଭୟା ଗଣଦୁଷ୍କର୍ମର ଚାରି ଦୋଷୀ। ନିର୍ଭୟା ଗଣଦୁଷ୍କର୍ମର ତିନି ଦୋଷୀ ଅକ୍ଷୟ ସିଂହ, ପବନ ଗୁପ୍ତା ଓ ବିନୟ ଶର୍ମା ଅନ୍ତର୍ଜାତୀୟ ନ୍ୟାୟାଳୟରେ ଫାଶୀ ଉପରେ ରୋକ୍‌ ଲଗାଇବାକୁ ଦାବି କରିଛନ୍ତି। ମାର୍ଚ୍ଚ ୫…

ଫାଶୀ ପ୍ରକ୍ରିୟା ବିଳମ୍ବିତ କରିବାକୁ ପୁଣି ଆରମ୍ଭ ହୋଇଛି ଉଦ୍ୟମ, ଗଳାବାଟ ଖୋଜି ଚାଲିଛନ୍ତି ନିର୍ଭୟା ପିଶାଚ

ଦିଲ୍ଲୀ: ପୁଣି ଘୁଞ୍ଚିବ କି ଫାଶୀ ତାରିଖ ? ଫାଶୀ ପ୍ରକ୍ରିୟା ବିଳମ୍ବିତ କରିବାକୁ ପୁଣି ଆରମ୍ଭ ହୋଇଛି ଉଦ୍ୟମ। ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଓ ରାଜକ୍ଷମା ଆବେଦନ ପାଇଁ ଅନୁମତି ମାଗିଛି ଅନ୍ୟତମ ଦୋଷୀ ମୁକେଶ ସିଂ। ଏହି ଆବେଦନ ଗ୍ରହଣ କରାଗଲେ ଫାଶୀ ତାରିଖ ପୁଣି ଘୁଞ୍ଚିବା ଆଶଂକା…