Browsing Tag

nirbhaya

ଝିଅର ସେହି କରୁଣ ଚିତ୍କାର ମା’ଙ୍କୁ ଆଜିବି ଶୁଆଇ ଦେଉନି, ଜାଣନ୍ତୁ ନିର୍ଭୟାଙ୍କ ଶେଷ କଥା କ’ଣ ଥିଲା

କେବଳ ଦେଶ ନୁହେଁ ସାରା ବିଶ୍ବକୁ ଚକିତ କରିଦେବା ଭଳି ଘଟଣା ଘଟିଥିଲା ୧୬ ଡିସେମ୍ବର ୨୦୧୨ରେ । ତାହା ହେଉଛି ନିର୍ଭୟା ଦୁଷ୍କର୍ମ ଘଟଣା। ଦୀର୍ଘ ୮ ବର୍ଷର ଅପେକ୍ଷା ପରେ ମିଳିବାକୁ ଯାଉଛି ନିର୍ଭୟାଙ୍କୁ ନ୍ଯାୟ। ଆସନ୍ତା ଫେବ୍ରୁଆରୀ ୧ରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ହେବାକୁ ଯାଉଛି । ନିର୍ଭୟା…

ଫାଶିର ଫାଶରୁ ବର୍ତ୍ତିବା ପାଇଁ ପୁଣି ଜଣେ ନିର୍ଭୟା ଦୋଷୀର ନୂଆ ପ୍ରୟାସ, ନିଜକୁ ନାବାଳକ ଦର୍ଶାଇ ସୁପ୍ରିମକୋର୍ଟରେ…

କେନ୍ୟୁଜ୍(ବ୍ୟୁରୋ):  ଫାଶିର ଫାଶରୁ ବର୍ତ୍ତିବା ପାଇଁ ଜଣଙ୍କ ପରେ ଜଣେ ନିର୍ଭୟା ମାମଲାର ଦୋଷୀ ନୂଆ ନୂଆ ପ୍ରୟାସ ଚଳାଇବା ଆରମ୍ଭ କରିଛନ୍ତି । ଘଟଣାର ଅନ୍ୟତମ ସୈତାନ ପବନ ଗୁପ୍ତା ନିଜକୁ ନାବାଳକ ଦର୍ଶାଇ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଛି । ୨୦୧୨, ଡିସେମ୍ବର ୧୬ ତାରିଖ ନିର୍ଭୟା…

ଫେବୃଆରୀ ୧ରେ ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ, ଜାରି ହେଲା ଦ୍ୱିତୀୟ ଡେଥ୍‌ ଓ୍ଵାରେଣ୍ଟ

କେନ୍ୟୁଜ୍(ବ୍ୟୁରୋ): ଫେବ୍ରୁଆରୀ ୧ ସକାଳ ୬ଟା। ତିହାର ଜେଲ୍‌ ଫାଶୀ ଖୁଣ୍ଟରେ ଝୁଲିବେ ୪ ଦୋଷୀ। ମୁକେଶ ସିଂର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିବା ପରେ ନୂଆ ମୃତ୍ୟୁ ପରଓ୍ଵାନା ଜାରି କରିଛନ୍ତି ପଟିଆଲା ହାଉସ କୋର୍ଟ। ଦୟା ଆବେଦନ ଖାରଜ ହୋଇଥିବା କୋର୍ଟଙ୍କୁ ଜଣାଇଥିଲେ ତିହାର ଜେଲ…

ଫାଶୀ ପାଇଁ ତିହାର ଜେଲରେ ହେଲା ରିହରସଲ, ନୂଆକରି ଅଣାଗଲା ୧୧ଟି ଫାଶୀ ଦଉଡ଼ି

ଦେଶବ୍ୟାପି କଷ୍ଟ ଦେଇଥିବା ନିର୍ଭୟା କାଣ୍ଡର ୪ ଅଭିଯୁକ୍ତ ଏବେ ତିହାର ଜେଲରେ ବନ୍ଦୀ ଅଛନ୍ତି। ନିର୍ଭୟା ସହିତ ପଶୁ ଭଳି କର୍ମ କରିଥିବା ଏହି ୪ ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମାକୁ ମଣ୍ଡଳ କାରାଗାରରୁ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଛି। ଏହା ଭିତରେ ଖବର ମିଳିଛି ଯେ  ତିହାର ଜେଲରେ ଫାଶୀ…

ବସରେ ଆଜି ବି ରହିଛି ନିର୍ଭୟା ଦୁଷ୍କର୍ମର ଚିହ୍ନ , ଚିତ୍କାର କରି କହୁଛି ସେହି କାଳରାତିର କଳାକାହାଣୀ

ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମକୁ ପୁରିଛି ୬ ବର୍ଷ । ୧୬ ଡିସେମ୍ବର ୨୦୧୨ରେ ହୋଇଥିବା ଏହି ଲୋମଟଙ୍କୁରା ଘଟଣା ଥରାଇ ଦେଇଥିଲା ଭାରତ ସମେତ ସାରା ବିଶ୍ୱକୁ । ଦୁଷ୍କର୍ମକାରୀଙ୍କ ପଶୁତ୍ୱର ନଗ୍ନ ପ୍ରତିଛବି ଦେଖିବାକୁ ମିଳିଥିଲା ଏ ଘଟଣାରୁ । ଦୋଷୀଙ୍କୁ ଦଣ୍ଡାଦେଶ । ପୀଡିତାର ନ୍ୟାୟ ଜେଲ୍…