ସବକି ପସନ୍ଦ ନିରମା . . . ୱାସିଙ୍ଗ୍ ପାଉଡର୍ ପ୍ୟାକେଟରେ ଥିବା କିଏ ଏହି ଝିଅ ?
ଛୋଟ ପରଦା ହେଉ ବା ବଡ଼ ପରଦା । ଯେ କୌଣସି ପ୍ରୋଗ୍ରାମ୍ ଚାଲୁ ନା କାହିଁକି ବିନା ବିଜ୍ଞାପନରେ ଯେମିତି ଏହା ଅସମ୍ପୂର୍ଣ୍ଣ । ଏତେ ବିଜ୍ଞାପନ ପ୍ରସାରଣ ହୁଏ ଯେ ଲାଗେ ଆମେ ସିରିୟଲ୍ ନୁହେଁ ବିଜ୍ଞାପନ ଦେଖୁଛୁ । ତେବେ ୯୦ ଦଶକରେ ସେମିତି ନଥିଲା । ସେତେବେଳେ ଖୁବ୍ କମ୍ ବିଜ୍ଞାପନ ଦେଖିବାକୁ…