ଉଦଘାଟିତ ହେଲା ନିର୍ମାଣ କୁସୁମ କାର୍ଯ୍ଯକ୍ରମ, ନିର୍ମାଣ ଶ୍ରମିକଙ୍କ ପିଲାଙ୍କୁ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ
ଭୁବନେଶ୍ବର(କେନ୍ଯୁଜ୍) : ନିର୍ମାଣ ଶ୍ରମିକଙ୍କ ପିଲାଙ୍କୁ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବେ ସରକାର । ଆଜି ଉଦଘାଟିତ ହୋଇଛି ନିର୍ମାଣ କୁସୁମ କାର୍ଯ୍ଯକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ସରକାରୀ ଆଇଟିଆଇ ଓ ପଲିଟେକନିକ୍ରେ ପାଠ…