Browsing Tag

nirvaya

ନିର୍ଭୟା ମାମଲାରେ ଆଜି ପୁଣି ଥରେ ଶୁଣାଣି କରିବେ ସୁପ୍ରିମକୋର୍ଟ, ଏକା ସାଙ୍ଗରେ ୪ଦେଷୀଙ୍କୁ ଫାଶୀ ଦେଇ ଇତିହାସ ରଚିବ…

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଆଜି ପୁଣି ଥରେ ଶୁଣାଣି କରିବେ ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ପାଇଁ କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ । ଟ୍ରାଏଲ କୋର୍ଟଙ୍କ ଡେଥ୍‌…

ଫାଶୀ ପୂର୍ବରୁ ନିର୍ଭୟା ଦୋଷୀଙ୍କ ସବୁ ଚାଲ୍ ଫେଲ୍ ମାରିଛି, ଅକ୍ଷୟର କ୍ୟୁରେଟିଭ୍ ପିଟିସନ୍‌କୁ ଖାରଜ କଲେ…

ନୂଆଦିଲ୍ଲୀ:ଫାଶୀ ପୂର୍ବରୁ ନିର୍ଭୟା ଦୋଷୀଙ୍କ ଚାଲ୍ ଫସର ଫାଟିଛି । ଫେବ୍ରୁଆରୀ ୧ ତାରିଖରେ ଚାରି ଦୋଷୀ ଫାଶୀ ଝୁଣ୍ଟରେ ଝୁଲିବା ନିଶ୍ଚିତ । ତାରିଖ ଆଉ ଘୁଞ୍ଚିବ ନାହିଁ । ନିର୍ଭୟା ଦୋଷୀ ଅକ୍ଷୟର କ୍ୟୁରେଟିଭ୍ ପିଟିସନ୍‌କୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଜାନୁଆରୀ ୨୨ ତାରିଖରେ…

ଫାଶୀର ଫାନ୍ଦରୁ ବର୍ତ୍ତିବାକୁ ଦୋଷୀଙ୍କ ନାନା ବାହାନା, ନିର୍ଭୟା ଗଣଦୁଷ୍କର୍ମ ଅଭିଯୁକ୍ତ ବିନୟ ଶର୍ମାର ରାଜକ୍ଷମା…

ନୂଆଦିଲ୍ଲୀ(କେନ୍ୟୁଜ୍): ଫାଶୀର ଫାନ୍ଦରୁ ବର୍ତ୍ତିବାକୁ ଦୋଷୀଙ୍କ ନାନା ବାହାନା । ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବାକୁ ନିର୍ଭୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମା କରିଛି ରାଜକ୍ଷମା ଆବେଦନ । ପୂର୍ବରୁ ବିନୟ ସୁପ୍ରିମକୋର୍ଟରେ ଦୟା ଆବେଦନ ଦାଖଲ କରି ନିରାଶ ହୋଇଥିଲା । ବିନୟ ଓ…

ନିର୍ଭୟା ଦୋଷୀ ମୁକେଶ ଓ ବିନୟଙ୍କ କ୍ୟୁରେଟିଭ୍‌ ପିଟିସନ୍‌ ଉପରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆବେଦନ କରାଯାଇଥିବା କ୍ୟୁରେଟିଭ୍‌ ପିଟିସନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଛନ୍ତି । ଦୁଇ ଜଣ ଅଭିଯୁକ୍ତ ମୁକେଶ ଓ ବିନୟ କୁମାର କ୍ୟୁରେଟିଭ୍‌…

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା, ଜାନୁଆରି ୧୪ରେ କ୍ୟୁରେଟିଭ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜାନୁଆରି ୧୪ରେ କ୍ୟୁରେଟିଭ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ପଟିଆଲା ହାଉସ କୋଟ,ର୍ ଡେଥ ୱାରେଣ୍ଟ ଜାରି କରିବା ପରେ ଦୁଇ ଅଭିଯୁକ୍ତ ବିନୟ ଶର୍ମା ଓ ମୁକେଶ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ । ଏହାର ଶୁଣାଣି କରିବେ…

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ଦୋଷୀଙ୍କ ବିରୋଧରେ ଆସିପାରେ ଡେଥ ଓ୍ଵାରେଣ୍ଟ, ଦିଲ୍ଲୀ ପଟିୟାଲା ହାଉସ କୋର୍ଟରେ…

ନୂଆଦିଲ୍ଲୀ(କେନ୍ୟୁଜ୍) : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ଦୋଷୀଙ୍କ ବିରୋଧରେ ଆସିପାର ଡେଥ ଓ୍ଵରେଣ୍ଟ । ଦିଲ୍ଲୀ ପଟିୟାଲା ହାଉସ କୋର୍ଟ ନିର୍ଭୟାଙ୍କ ମା’ଙ୍କ ଆବେଦନ ଉପରେ ଶୁଣାଣି କରିବେ । ଦୋଷୀଙ୍କୁ ତୁରନ୍ତ ଫାଶିଦେବାକୁ ନିର୍ଭୟାଙ୍କ ମା’ ଆବେଦନ କରିଛନ୍ତି । ପୂର୍ବରୁ ପଟିୟାଲା ହାଉସ…

ନିର୍ଭୟା ମାମଲାରେ ଅକ୍ଷୟ ସିଂଙ୍କ ମୃତ୍ୟୁ ଦଣ୍ଡାଦେଶର ପିଟିସନ, ଆଜି ଶୁଣାଣି କରିବେ ସୁପ୍ରିମ କୋର୍ଟର ୩ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ଭୟା ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅକ୍ଷୟ କୁମାର ସିଂଙ୍କ ରିଭ୍ୟୁ ପିଟିସନର କଣ ହେବ। ଆଜି ପୁନର୍ବିଚାର ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ମଧ୍ୟାହ୍ନ ୨ଟାରେ ମୁକ୍ତ ଅଦାଲତରେ ଶୁଣାଣି କରିବେ ପ୍ରଧାନ ବିଚାରପତି ଜଷ୍ଟିସ ବୋବ୍‌ଡେ, ଜଷ୍ଟିସ ଆର.…

ନିର୍ଭୟା ମାମଲାରେ ଦୋଷୀ ୪ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଫାଶୀ, ୧୭ ତାରିଖ ଦିନ ୨ଟାରେ ମୁକ୍ତ ଅଦାଲତରେ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀ ୪ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଫାଶୀ ଦିଆଯାଇପାରେ । ଅଭିଯୁକ୍ତ ଅକ୍ଷୟ କୁମାର ସିଂହଙ୍କ ଦ୍ୱାରା କରାଯାଇଥିବା ପୁର୍ନବିଚାର ଆବେଦନ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ବୋବ୍‌ଡେ, ଆର. ଭାନୁମତୀ ଓ ଅଶୋକ ଭୂଷଣଙ୍କ…

ରାଜକ୍ଷମା ଖାରଜ ଆବେଦନରେ ଦସ୍ତଖତ କରିନାହିଁ ନିର୍ଭୟା ଅଭିଯୁକ୍ତ ବିନୟ ଶର୍ମା, ରାଜକ୍ଷମା ଫେରାଇ ଆଣିବାକୁ କଲା ଆବେଦନ

ନିର୍ଭୟା କାଣ୍ଡର ଅଭିଯୁକ୍ତ ବିନୟ ଶର୍ମା ଶନିବାର ଦିନ ରାଷ୍ଟ୍ରପତିଙ୍କୁ ପଠାଯାଇଥିବା ରାଜକ୍ଷମା ଫେରାଇ ଆଣିବାକୁ ଅନୁରୋଧ  କରିଛି।  ବିନୟ ଶର୍ମା ବର୍ତ୍ତମାନ ଏକ ଆବେଦନ ପତ୍ରରେ କହିଛି ଯେ ଯେଉଁ ରାଜକ୍ଷମା ଗୃହ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛି ସେଥିରେ ତାର ହସ୍ତାକ୍ଷର…

ଦିଲ୍ଲୀ ନିର୍ଭୟା ଦୁଷ୍କର୍ମକାରୀଙ୍କ ରାଜକ୍ଷମା ଆବେଦନକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ କଲା ଖାରଜ, ରାଷ୍ଟ୍ରପତିଙ୍କ ପାଖକୁ…

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀ ନିର୍ଭୟା ଦୁଷ୍କର୍ମକାରୀଙ୍କ ରାଜକ୍ଷମା ଆବେଦନ ଖାରଜ । ରାଜକ୍ଷମା ଆବେଦନ ଖାରଜ କଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏହାପରେ ରାଷ୍ଟ୍ରପତିଙ୍କ ପାଖକୁ ଫାଇଲ ପଠାଯାଇଛି । ନିର୍ଭୟା ମାମଲାରେ ଦୋଷୀ ବିନୟ ଶର୍ମା ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ…

ନିର୍ଭୟା ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ମ ‘ଦିଲ୍ଲୀ ବସ’ର ଟ୍ରେଲର ହେଲା ରିଲିଜ୍

ମୁମ୍ବାଇ : ଆଜିକୁ ନିର୍ଭୟା ହତ୍ୟାକାଣ୍ଡକୁ ପୂରିଲା ଠିକ୍ ପାଞ୍ଚ ବର୍ଷ। ଏବେ ମଧ୍ୟ ଘଟଣାଟି ବିଷୟରେ ଭାବିଲେ ଲୋମଟାଙ୍କୁରୀ ଉଠେ।ଆପଣ ଜାଣି ଖୁସି ହେବେ, ସେହି ଲୋମହର୍ଷଣକାରୀ ଘଟଣା ଉପରେ ଅଧାରିତ ଫିଲ୍ମ ଦିଲ୍ଲୀ ବସର ଟ୍ରେଲର ଆଜି ହୋଇଛି ରିଲିଜ୍। ଫିଲ୍ମଟି ୨୫ ଜାନୁଆରୀରେ ରିଲିଜ୍ ହେବାକୁ…