Browsing Tag

niti aayog

NITI ଆୟୋଗରେ ଚାକିରି ସୁଯୋଗ, ମାସକୁ ଦରମା ୧,୫୦,୦୦୦ ଟଙ୍କା

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର। ନିତି ଆୟୋଗରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ନୋଟିଫିକେସନ ଅନୁଯାୟୀ ଏଠାରେ ୨୮ଟି ପଦବୀରେ ଭର୍ତ୍ତି କରାଯିବ। ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ www.niti.gov.in କୁ ଯାଇ…

ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ: ରାଜ୍ୟ ସ୍ୱାର୍ଥର କିଛି ଗୁରୁତ୍ୱପୂର୍ଣ୍ଣ ଦାବି…

କେନ୍ୟୁଜ୍(ବ୍ୟୁରୋ):ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର। ଆସନ୍ତା ୧୫ ତାରିଖରେ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ନୀତି ଆୟୋଗ ଉପାଧ୍ୟକ୍ଷ। ଏହି ସମୟରେ…

କେନ୍ଦ୍ର ସରକାରୀ ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ସୁବର୍ଣ୍ଣ ସୁଯୋଗ, ନୀତି ଆୟୋଗରେ ଖାଲି ପଡ଼ିଛି ଅନେକ ପଦବୀ; ଏବେ…

କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି ଖୋଜୁଥିବା ଯୁବ ପିଢ଼ିଙ୍କ ପାଇଁ ଖୁସି ଖବର। ନୀତି ଆୟୋଗରେ ଖାଲି ପଡ଼ିଛି ଅନେକ ବଡ଼ ପଦ ପଦବୀ। ଏଥିପାଇଁ ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି ନୀତି ଆୟୋଗ। ନୀତି ଆୟୋଗରେ ସିନିୟର କନ୍‌ସଲଟାଣ୍ଟ ଠାରୁ ଆରମ୍ଭ…

ଦୁଇ ଦିନ ପାଇଁ ନୂଆଦିଲ୍ଲୀ ସ୍ଥିିତ ନୀତି ଆୟୋଗ ଅଫିସ୍‌ ସିଲ୍‌, ଜଣେ ଅଫିସର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ…

ନୂଆଦିଲ୍ଲୀ: ଦୁଇ ଦିନ ପାଇଁ ନୂଆଦିଲ୍ଲୀ ସ୍ଥିିତ ନୀତି ଆୟୋଗ ଅଫିସ୍‌ ସିଲ୍‌ । ନୀତି ଆୟୋଗର ଜଣେ ଅଫିସର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଅଫିସ୍‌କୁ ସିଲ୍‌ କରାଯାଇଛି । ଆବଶ୍ୟକ ପ୍ରୋଟୋକଲ୍‌ ଅନୁସରଣ କରାଯିବ । ଏହା ସହ ଦୁଇ ଦିନ ଭିତରେ ଅଫିସ୍‌କୁ ବିଶୋଧନୀକରଣ କରାଯିବ ।

ଜୁନ୍‌-ଜୁଲାଇ ମାସ ପାଇଁ ଡ୍ୟାସବୋର୍ଡ ରିପୋର୍ଟ ପ୍ରସ୍ତୁତ, ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଭିତରେ ଓଡ଼ିଶା ବଲାଙ୍ଗିରର…

କେନ୍ୟୁଜ୍: ଜୁନ୍‌-ଜୁଲାଇ ମାସ ପାଇଁ ଡ୍ୟାସବୋର୍ଡ ରିପୋର୍ଟ ପ୍ରସ୍ତୁତ କରିଛି ନୀତି ଆୟୋଗ। ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଭିତରେ ଓଡ଼ିଶାର ବଲାଙ୍ଗିର ଜିଲ୍ଲା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ମୌଳିକ ଭିତ୍ତିଭୂମି ମାନଦଣ୍ଡରେ ଦେଶରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ସାମଗ୍ରିକ ଭାବରେ ୧୧୫…

ଆଜି ମୁମ୍ବାଇରେ ବସୁଛି ନୀତି ଆୟୋଗ ବୈଠକ, ଚାଷୀଙ୍କ ଆୟ ବୃଦ୍ଧି ପାଇଁ ୭ଟି ଏଜେଣ୍ଡା ଉପରେ ହେବ ଆଲୋଚନା

ମୁମ୍ବାଇ(କେନ୍ୟୁଜ୍): ଆଜି ମୁମ୍ବାଇରେ ବସୁଛି ନୀତି ଆୟୋଗ ବୈଠକ । ବୈଠକରେ ଚାଷୀମାନଙ୍କ ଆୟ ବୃଦ୍ଧି ଓ କୃଷି କ୍ଷେତ୍ରରେ ସଂସ୍କାର ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ଏଥିରେ ଚାଷୀଙ୍କ ଆୟ ବୃଦ୍ଧି ସହ କୃଷି କ୍ଷେତ୍ରରେ ସଂସ୍କାର ନେଇ ମତାମତ ନିଆଯିବ । କୃଷି ଉତ୍ପାଦନ ବୃଦ୍ଧି ଓ…